ଅବସର ପରେ ପୁନଃନିଯୁକ୍ତି: ଭୋଟର ଭକୁଆ, ଯୁବଗୋଷ୍ଠୀ ହତାଶ୍!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଯୁକ୍ତି ନାଁରେ ପ୍ରହେଳିକା। ରାଜ୍ୟରେ ବେକାର ଓ ଦାଦନ ସଂଖ୍ୟା ଚରମ ସୀମାରେ ଥିବା ବେଳେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେଉଛନ୍ତି ନବୀନ ସରକାର। ପ୍ରିୟାପ୍ରୀତିରେ ଚାଲଛି ରାଜ୍ୟରେ ସରକାରୀ ପଦବୀ ପୂରଣ। ତେଣେ ରାଜ୍ୟରେ ଯୁବଗୋଷ୍ଠୀଙ୍କ ଠିକଣା ଗୁଜରାଟର ସୁରତ ପାଲଟିଛି। ବିଡମ୍ୱନାର କଥା ହେଲା ୯୦ ଦଶକରେ ଜେ.ବି. ପଟ୍ଟନାୟକ ସରକାର ଥିବା ବେଳେ ମଧ୍ୟ ସମାନ ଘଟଣା ଘଟିଥିଲା। ସେତେବେଳର ଜନତା ଦଳ ସେତେବେଳେ ଏହାକୁ ବିରୋଧ […]

naveen24-1

naveen24-1

Subhransu Sekhar
  • Published: Monday, 02 November 2020
  • Updated: 02 November 2020, 07:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଯୁକ୍ତି ନାଁରେ ପ୍ରହେଳିକା। ରାଜ୍ୟରେ ବେକାର ଓ ଦାଦନ ସଂଖ୍ୟା ଚରମ ସୀମାରେ ଥିବା ବେଳେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେଉଛନ୍ତି ନବୀନ ସରକାର। ପ୍ରିୟାପ୍ରୀତିରେ ଚାଲଛି ରାଜ୍ୟରେ ସରକାରୀ ପଦବୀ ପୂରଣ। ତେଣେ ରାଜ୍ୟରେ ଯୁବଗୋଷ୍ଠୀଙ୍କ ଠିକଣା ଗୁଜରାଟର ସୁରତ ପାଲଟିଛି।

ବିଡମ୍ୱନାର କଥା ହେଲା ୯୦ ଦଶକରେ ଜେ.ବି. ପଟ୍ଟନାୟକ ସରକାର ଥିବା ବେଳେ ମଧ୍ୟ ସମାନ ଘଟଣା ଘଟିଥିଲା। ସେତେବେଳର ଜନତା ଦଳ ସେତେବେଳେ ଏହାକୁ ବିରୋଧ କରି ହଙ୍ଗାମା କରିଥିଲା। ହେଲେ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆସିଥିବା ସରକାର ମଧ୍ୟ ସମାନ ଘଟଣାର ପୁନରାବୃତ୍ତି କରିଛନ୍ତି।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଖୋଦ୍ ସରକାରଙ୍କଠାରୁ ପାଇଥିବା ସୂଚନା ଅନୁଯାୟୀ ନବୀନ ସରକାର ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଅବସର ପରେ ପୁନଃ ନିଯୁକ୍ତି ପୂର୍ବର ସମସ୍ତ ରେକର୍ଡକୁ ପଛରେ ପକାଇ ଦେଇଚି।

ଓଡ଼ିଶା ଅମଲାତନ୍ତ୍ର ପ୍ରତି ଆନୁଗତ୍ୟ ଦେଖାଉଥିବା ବ୍ୟକ୍ତି ହିଁ ଏହି ପୁନଃ ନିଯୁକ୍ତି ପ୍ରକ୍ରିୟା ଦ୍ୱାରା ଉପକୃତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏହା ନେପୋଟିଜିମକୁ ପ୍ରୋତ୍ସାହିତ କରୁଛି ବୋଲି ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ତିନି ମାସ, ଛଅ ମାସ ଆଦି ଲେଖାଏଁ କାର୍ଯ୍ୟକାଳ ଅବଧି ବଢ଼ାଯାଉଥିବା ଦେଖିବାକୁ ମିଳିଛି।

ବେରୋଜଗାର ରାଜ୍ୟରେ ଚରମ ସୀମାରେ ରହିଛି। ଯୁବକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ରାଜ୍ୟରେ ଓଡ଼ିଶା ସରକାର କର୍ପୋରେଟ୍ ବ୍ୟକ୍ତିଙ୍କ ସହିତ ମିଶି ମେକ୍ ଇନ୍-ଓଡିଶା ଅଭିଯାନର ସ୍ଲୋଗାନ ଦେଇଥିଲେ। କେତେ ପୁଞ୍ଜି ବିନିଯୋଗ ହୋଇଛି ଏବଂ ରୋଜଗାର ସୃଷ୍ଟି ହୋଇଛି ତାହା ସରକାର ଏଯାବତ ସ୍ପଷ୍ଟ କରି ନାହାନ୍ତି। ବେରୋଜଗାର ଶିକ୍ଷିତ ଯୁବକ ସରକାରୀ ଚାକିରିକୁ ଅପେକ୍ଷା କରିଥିବା ବେଳେ ରାଜ୍ୟ ସରକାର କିନ୍ତୁ ପୁନଃ ନିଯୁକ୍ତିରେ ବ୍ୟସ୍ତ ଥିବା ସୂଚନା ରହିଛି।

ପ୍ରାୟ ୧,୩୦,୦୦୦ ରୁ ଅଧିକ ସରକାରୀ ପଦବୀ ଖାଲି ପଡିଛି। ଅନେକ ସରକାରୀ ସ୍ଥାୟୀ ପଦବୀ ରଦ୍ଦ ହୋଇଛି। ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପଦବୀ ପୁନଃ ନିଯୁକ୍ତି ରାଜ୍ୟରେ ବେରୋଜଗାର ସଂଖ୍ୟାକୁ ଚରମ ସୀମାରେ ପହଞ୍ଚାଇଥିବା ଜଣାପଡ଼ିଛି।

୨୬.୭.୨୦୨୦ ରେ ଆରଟିଆଇ ଜରିଆରେ ସାଧାରଣ ପ୍ରଶାସନ ବିଭାଗକୁ ଏସଂକ୍ରାନ୍ତରେ ସୂଚନା ମଗାଯାଇଥିଲା। ଆଇଏଏସ, ଓଏଏସ ଏବଂ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କ ତାଲିକା ଆରଟିଆଇ ଜରିଆରେ ମଗାଯାଇଥିଲା। ଯେଉଁଥିରେ ଅନେକ କିଛି ସୂଚନା ମିଳିଛି।

ଆଇଏଏସ ଓ ଓଏଏସ ପଦବୀ ବାଦ୍ କିରାଣୀ, ଝାଡୁଦାର, ଆଦି ପଦବୀରେ ଥିବା ବ୍ୟକ୍ତି ଅବସର ପରେ ସମାନ ପଦବୀରେ ପୁନଃ ନିଯୁକ୍ତ ହୋଇଥିବା ସୂଚନା ରହିଛି।

ଦିଲ୍ଲୀପ କୁମାର ମହାନ୍ତି ଆଇଏଏସ (ଅବସରପ୍ରାପ୍ତ.)୧.୪.୨୦୧୮ଛଅ ମାସ
ଦୀପକ କୁମାର ମହାନ୍ତି , ଆଇଏଫଏସ ( ଅବସରପ୍ରାପ୍ତ.)୧.୧୦.୨୦୧୮ଛଅ ମାସ
ଦୀପକ କୁମାର ମହାନ୍ତି, ଆଇଏଫଏସ ( ଅବସରପ୍ରାପ୍ତ.)୧.୪.୨୦୧୯ତିନି ମାସ
ଦୀପକ କୁମାର ମହାନ୍ତି, ଆଇଏଫଏସ ( ଅବସରପ୍ରାପ୍ତ.)୧.୭.୨୦୧୯ତିନି ମାସ
ଦୀପକ କୁମାର ମହାନ୍ତି, ଆଇଏଫଏସ ( ଅବସରପ୍ରାପ୍ତ.)୧.୧୦.୨୦୧୯ତିନି ମାସ
ଦୀପକ କୁମାର ମହାନ୍ତି , ଆଇଏଫଏସ ( ଅବସରପ୍ରାପ୍ତ.)୧.୧.୨୦୨୦ତିନି ମାସ
ଦୀପକ କୁମାର ମହାନ୍ତି, ଆଇଏଫଏସ ( ଅବସରପ୍ରାପ୍ତ.)୧.୪.୨୦୨୦ତିନି ମାସ
ଦୀପକ କୁମାର ମହାନ୍ତି, ଆଇଏଫଏସ ( ଅବସରପ୍ରାପ୍ତ.)୧.୭.୨୦୨୦ବର୍ଷେ
ଆର ବାଲକ୍ରିଷ୍ନନ, ଆଇଏଏସ ( ଅବସରପ୍ରାପ୍ତ.)୧୫.୮.୨୦୧୯ଅନିର୍ଦ୍ଦିଷ୍ଟ କାଳ
ହେମନ୍ତ କୁମାର ପାଢ଼ୀ, ଆଇଏଏସ ( ଅବସରପ୍ରାପ୍ତ.)୬.୩.୨୦୨୦ଦୁଇ ବର୍ଷ
ବିଶ୍ୱନାଥ ଆଚାର୍ଯ୍ୟ, ଆଇଏଏସ ( ଅବସରପ୍ରାପ୍ତ.)୧.୪.୨୦୨୦ଛଅ ମାସ
ତ୍ରିବିକ୍ରମ ପ୍ରଧାନ, ଆଇଏଏସ (ଅବସରପ୍ରାପ୍ତ.)୧.୫.୨୦୨୦ବର୍ଷେ
ହରି ବଲ୍ଲଭ ମିଶ୍ର, ଆଇଏଏସ ( ଅବସରପ୍ରାପ୍ତ.)୧.୫.୨୦୧୯ତିନି ମାସ
ପ୍ରଦୀପ୍ତ କୁମାର ମହାପାତ୍ର, ଆଇଏଏସ ( ଅବସରପ୍ରାପ୍ତ.)୧.୭.୨୦୨୦ବର୍ଷେ
ରାଜ କିଶୋର ଚୌଧୁରୀ, ଆଇଏଏସ ( ଅବସରପ୍ରାପ୍ତ.)୧.୩.୨୦୧୯ଅନିର୍ଦ୍ଦିଷ୍ଟ କାଳ
ଶ୍ରାକାନ୍ତ କବି, ଆଇଏଏସ ( ଅବସରପ୍ରାପ୍ତ)୧.୩.୨୦୧୯ଅନିର୍ଦ୍ଦିଷ୍ଟ କାଳ
ଡକ୍ଚର ଏ.ବି ଓତା, ଆଇଏଏସ (ଅବସରପ୍ରାପ୍ତ.)  ( SC &ST Dept)୧.୧୦.୨୦୧୭ଚାରି ବର୍ଷ
ଚୂଡ଼ାମଣି ସେଠ୍ , ଆଇଏଏସ ( ଅବସରପ୍ରାପ୍ତ.)  ( S&ME Dept.)୧୧.୬.୨୦୧୮ଦୁଇ ବର୍ଷ
ଜଙ୍ଗଲ ଏବଂ ପରିବେଶ ବିଭାଗ
ଶ୍ରୀ କେ. ସି. ମିଶ୍ର, ଅବସାରପ୍ରାପ୍ତ ସିଏଫ୍Reappointed  as Consultant Grade-1
ଅଶୋକ କୁମାର ଦାସ, ଅବସରପ୍ରାପ୍ତ. ଏସିଏଫ୍Consultant Grade B
ନରେନ୍ଦ୍ର କୁମାର ନାୟକReappointed  as  Consultant Grade-B
ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ
 ବିନୋଦ ବିହାରୀ ମହାନ୍ତି , ଓଏଏସ ( ଅବସରପ୍ରାପ୍ତ.)୧.୧୨.୨୦୧୭ ରୁ ୭.୨.୨୦୨୦
ପଦ୍ମ ଲୋଚନ ବେହେରା , ଓଏଏସ ( ଅବସରପ୍ରାପ୍ତ.)୧.୧.୨୦୧୮ ରୁ ୧୧.୨.୨୦୨୦ ଦୁଇ ବର୍ଷ
ଶ୍ରବସ୍ତ କୁମାର ଜେନା, ଓଏଏସ ( ଅବସରପ୍ରାପ୍ତ.)୧.୧୨.୨୦୧୭ରୁ ୩୦.୧୧.୨୦୨୦ତିନି ବର୍ଷ
ଖଗେନ୍ଦ୍ର କୁମାର ପାଢ଼ୀ , ଓଏଏସ ( ଅବସରପ୍ରାପ୍ତ.)୧.୫.୨୦୧୮ ରୁ ୩୦.୪.୨୦୨୧ତିନି ବର୍ଷ
ପୂର୍ତ୍ତ ବିଭାଗ
ନଳିନୀ କାନ୍ତ ପ୍ରଧାନ , EX-E.I.C ( ଅବସରପ୍ରାପ୍ତ.)୧.୪.୨୦୧୮ ରୁ ୨୮.୨.୨୦୧୯
ଭାରତ ଚନ୍ଦ୍ର ବେହେରା, Ex-Under Secretary୧.୯.୨୦୧୮ଅନିର୍ଦ୍ଦଷ୍ଟ କାଳ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story