ବାବୁସାନ୍‌ କହିଲେ, ସ୍ତ୍ରୀ ପଠାଇଥିଲେ ସଉଦା ପାଇଁ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇ ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଓଲିଉଡ୍‌ ଷ୍ଟାର ବାବୁସାନ୍‌ଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କଟିଛି। ସେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଉଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବାବୁସାନ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନା ମୁଁ କୌଣସି ଟ୍ରାଫିକ୍‌ […]

babu

babu

Puspanjali Panda
  • Published: Thursday, 19 December 2019
  • Updated: 19 December 2019, 03:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇ ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଓଲିଉଡ୍‌ ଷ୍ଟାର ବାବୁସାନ୍‌ଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କଟିଛି।

ସେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଉଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବାବୁସାନ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନା ମୁଁ କୌଣସି ଟ୍ରାଫିକ୍‌ ଛକରେ ନା ଏନ୍‌ଏଚ୍‌ ଉପରେ ବାଇକ୍‌ ଚଲାଉଥିଲି। ବରଂ ଆପାର୍ଟମେଣ୍ଟ୍‌ର କମ୍ପାଉଣ୍ଡ ଭିତରେ ବାଇକ୍‌ ଚଲାଉଥିଲି। ଘରେ ସଉଦା ସରି ଯାଇଥିଲା, ତେଣୁ ମୋ ସ୍ତ୍ରୀ ମୋତେ ସଉଦା ଆଣିବାକୁ ପଠାଇଥିଲେ। ମୁଁ ସଉଦା ଆଣିବାକୁ ଯାଇଥିଲି। ଏହି ସମୟରେ ପିଲାମାନେ ଭିଡିଓ ରେକର୍ଡ କରି ଦେଇଥିଲେ। ତେବେ ମୁଁ ଟ୍ରାଫିକ୍‌ ପୁଲିସ୍‌କୁ ଧନ୍ୟବାଦ ଜଣାଉଛି। ଏଥର ଗେଟ୍‌ରୁ ବାହାରିଲା ମାତ୍ରେ ହେଲ୍‌ମେଟ୍‌ ପିନ୍ଧିବି। ଏଥିସହ ଭବିଷ୍ୟତରେ ଏନେଇ ସତର୍କ ରହିବି ’।

ଏହି ଘଟଣା ପରେ ଘରୁ ବାହାରିଲେ ନିଶ୍ଚୟ ହେଲ୍‌ମେଟ୍‌ ପିନ୍ଧିବାକୁ ବାବୁସାନ୍‌ ତାଙ୍କ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story