ନକଲି ସୁରକ୍ଷାରେ ଅସଲି ଅଧିକାରୀ | Odisha Reporter
Advertisment
ଗୁମର ଖୋଲି ଦେଲା ବଡ଼ ବାବୁଙ୍କ ଚିଠି। ନକଲି ସହ ଅସଲି ବାବୁଙ୍କ ବ୍ଲାକ ଡିଲ୍। ଜାଣିଶୁଣି ଚୁପ୍ ଥିଲେ ଅଧିକାରୀ? ଗାଦି ମାଡ଼ି ବସିଛନ୍ତି ନକଲି ସାର୍ଟିଫିକେଟଧାରୀ ବାବୁ। ବଲାଙ୍ଗୀର ଜିଲ୍ଲାରୁ ଆରମ୍ଭ ଶେଷ କେଉଁଠି? ସନ୍ଦେହରେ କ୍ରାଇମବ୍ରାଞ୍ଚ ତଦନ୍ତ। ଲୋକେ କହିଲେଣି ଖରା ଛୁଟି କାଟିବାକୁ ଆସିଛନ୍ତି କ୍ରାଇମବ୍ରାଞ୍ଚ? ଏବେ ଦେଖନ୍ତୁ, ଓଡ଼ିଶା ରିପୋର୍ଟର ହାତରେ ଲାଗିଥିବା ପ୍ରଥମ ଏକ୍ସକ୍ଳୁସିଭ ଚିଠି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us