ନକଲି ସୁରକ୍ଷାରେ ଅସଲି ଅଧିକାରୀ | Odisha Reporter
ଗୁମର ଖୋଲି ଦେଲା ବଡ଼ ବାବୁଙ୍କ ଚିଠି। ନକଲି ସହ ଅସଲି ବାବୁଙ୍କ ବ୍ଲାକ ଡିଲ୍, ଜାଣିଶୁଣି ଖାମୋସ ଥିଲେ ଅଧିକାରୀ ? ଗାଦି ମାଡ଼ି ବସିଛନ୍ତି ନକଲି ସାର୍ଟିଫିକେଟଧାରୀ ବାବୁ, ବଲାଙ୍ଗିର ଜିଲ୍ଲାରୁ ଆରମ୍ଭ ଶେଷ କେଉଁଠି ? ସନ୍ଦେହରେ କ୍ରାଇମବ୍ରାଞ୍ଚ ତଦନ୍ତ, ଲୋକେ କହିଲେଣି ଖରା ଛୁଟି ଖାଟିବାକୁ ଆସିଛନ୍ତି କ୍ରାଇମବ୍ରାଞ୍ଚ ? ଏବେ ଦେଖନ୍ତୁ, ଓଡ଼ିଶା ରିପୋର୍ଟର ହାତରେ ଲାଗିଥିବା ପ୍ରଥମ ଏକ୍ସକ୍ଳୁସିଭ ଚିଠିକୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
