ନକଲି ସୁରକ୍ଷାରେ ଅସଲି ଅଧିକାରୀ

  • Published: Thursday, 13 April 2023
  • , Updated: 13 April 2023, 12:33 PM IST

ଗୁମର ଖୋଲି ଦେଲା ବଡ଼ ବାବୁଙ୍କ ଚିଠି। ନକଲି ସହ ଅସଲି ବାବୁଙ୍କ ବ୍ଲାକ ଡିଲ୍, ଜାଣିଶୁଣି ଖାମୋସ ଥିଲେ ଅଧିକାରୀ ? ଗାଦି ମାଡ଼ି ବସିଛନ୍ତି ନକଲି ସାର୍ଟିଫିକେଟଧାରୀ ବାବୁ, ବଲାଙ୍ଗିର ଜିଲ୍ଲାରୁ ଆରମ୍ଭ ଶେଷ କେଉଁଠି ? ସନ୍ଦେହରେ କ୍ରାଇମବ୍ରାଞ୍ଚ ତଦନ୍ତ, ଲୋକେ କହିଲେଣି ଖରା ଛୁଟି ଖାଟିବାକୁ ଆସିଛନ୍ତି କ୍ରାଇମବ୍ରାଞ୍ଚ ? ଏବେ ଦେଖନ୍ତୁ, ଓଡ଼ିଶା ରିପୋର୍ଟର ହାତରେ ଲାଗିଥିବା ପ୍ରଥମ ଏକ୍ସକ୍ଳୁସିଭ ଚିଠିକୁ।  

Related story