Advertisment

ନକଲି ସାର୍ଟିଫିକେଟ ସ୍କାମରେ ଅସଲି ଫଟୋ

ଭଲଭାବେ ଦେଖନ୍ତୁ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ସବୁକୁ । କେଉଁଠି ବିଜେଡିର ଭେଟେରାନ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଅନଙ୍ଗ ଉଦୟ ସିଂଦେଓ ତ ଆଉ କେଉଁଠି ବର୍ତ୍ତମାନର ହାଓସିଂ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓ ।

Advertisment

ଭଲଭାବେ ଦେଖନ୍ତୁ, ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ସବୁକୁ । କେଉଁଠି ବିଜେଡିର ଭେଟେରାନ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଅନଙ୍ଗ ଉଦୟ ସିଂଦେଓ ତ ଆଉ କେଉଁଠି ବର୍ତ୍ତମାନର ହାଓସିଂ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓ । ସ୍ୱର୍ଗତ ମନ୍ତ୍ରୀ ନବ ଦାସ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଫଟୋ ମଧ୍ୟ ଭାଇରାଲ ।

Advertisment
Odisha Odisha Politics Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe