ଛେନା ଝିଲି

ଆବଶ୍ୟକୀୟ ସାମଗ୍ରୀ: ଛେନା, ବେକିଂ ପାଉଡର, ମଇଦା, ଘିଅ ଓ ଚିନି ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନାକୁ ଚିପୁଡ଼ି ସେଥିରୁ ପାଣି ବାହାର କରିଦିଅନ୍ତୁ। ଏହି ଶୁଖିଲା ଛେନାରେ ବେକିଂ ପାଉଡର, ମଇଦା ଓ ଘିଅ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ପରେ ଏହାକୁ ଛୋଟ ଛୋଟ ଗୁଳା କରନ୍ତୁ। ଏହି ଗୁଳାଗୁଡିକୁ ହାତରେ ମଳି ଲମ୍ବା ଲମ୍ୱା ଅକାରରେ ରୋଲ ବନାନ୍ତୁ । ପରେ ଏହାକୁ ଜିଲାପିର ଆକାର ଦେଇ ରଖନ୍ତୁ। ଏହାପରେ ଚିନି […]

chhena-Jalebi-610x300

chhena-Jalebi-610x300

Rakesh Mallick
  • Published: Sunday, 26 November 2017
  • Updated: 26 November 2017, 05:13 PM IST

ଆବଶ୍ୟକୀୟ ସାମଗ୍ରୀ: ଛେନା, ବେକିଂ ପାଉଡର, ମଇଦା, ଘିଅ ଓ ଚିନି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନାକୁ ଚିପୁଡ଼ି ସେଥିରୁ ପାଣି ବାହାର କରିଦିଅନ୍ତୁ। ଏହି ଶୁଖିଲା ଛେନାରେ ବେକିଂ ପାଉଡର, ମଇଦା ଓ ଘିଅ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ପରେ ଏହାକୁ ଛୋଟ ଛୋଟ ଗୁଳା କରନ୍ତୁ। ଏହି ଗୁଳାଗୁଡିକୁ ହାତରେ ମଳି ଲମ୍ବା ଲମ୍ୱା ଅକାରରେ ରୋଲ ବନାନ୍ତୁ । ପରେ ଏହାକୁ ଜିଲାପିର ଆକାର ଦେଇ ରଖନ୍ତୁ। ଏହାପରେ ଚିନି ସିରା ପ୍ରସ୍ତୁତ କରନ୍ତୁ।

ଆଉ ଏକ କଢେଇରେ ରିଫାଇନ୍ ତେଲ କିମ୍ବା ଘିଅ ଗରମ କରି ଜିଲାପିଗୁଡ଼ିକୁ ଟିକେ ଲାଲ୍ ହେବା ଯାଏଁ ଫ୍ରାଏ କରନ୍ତୁ। ଏହା ପରେ ଫ୍ରାଏ ହୋଇଥିବା ଜିଲାପିକୁ ସିରାରେ କିଛି ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ଛେନା ଜିଲାପି ବା ଝିଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story