Advertisment

ଛେନା ଝିଲି

ଆବଶ୍ୟକୀୟ ସାମଗ୍ରୀ: ଛେନା, ବେକିଂ ପାଉଡର, ମଇଦା, ଘିଅ ଓ ଚିନି ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନାକୁ ଚିପୁଡ଼ି ସେଥିରୁ ପାଣି ବାହାର କରିଦିଅନ୍ତୁ। ଏହି ଶୁଖିଲା ଛେନାରେ ବେକିଂ ପାଉଡର, ମଇଦା ଓ ଘିଅ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ପରେ ଏହାକୁ ଛୋଟ ଛୋଟ ଗୁଳା କରନ୍ତୁ। ଏହି ଗୁଳାଗୁଡିକୁ ହାତରେ ମଳି ଲମ୍ବା ଲମ୍ୱା ଅକାରରେ ରୋଲ ବନାନ୍ତୁ । ପରେ ଏହାକୁ ଜିଲାପିର ଆକାର ଦେଇ ରଖନ୍ତୁ। ଏହାପରେ ଚିନି […]

ଛେନା ଝିଲି

chhena-Jalebi-610x300

Advertisment

ଆବଶ୍ୟକୀୟ ସାମଗ୍ରୀ: ଛେନା, ବେକିଂ ପାଉଡର, ମଇଦା, ଘିଅ ଓ ଚିନି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନାକୁ ଚିପୁଡ଼ି ସେଥିରୁ ପାଣି ବାହାର କରିଦିଅନ୍ତୁ। ଏହି ଶୁଖିଲା ଛେନାରେ ବେକିଂ ପାଉଡର, ମଇଦା ଓ ଘିଅ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ପରେ ଏହାକୁ ଛୋଟ ଛୋଟ ଗୁଳା କରନ୍ତୁ। ଏହି ଗୁଳାଗୁଡିକୁ ହାତରେ ମଳି ଲମ୍ବା ଲମ୍ୱା ଅକାରରେ ରୋଲ ବନାନ୍ତୁ । ପରେ ଏହାକୁ ଜିଲାପିର ଆକାର ଦେଇ ରଖନ୍ତୁ। ଏହାପରେ ଚିନି ସିରା ପ୍ରସ୍ତୁତ କରନ୍ତୁ।

Advertisment

ଆଉ ଏକ କଢେଇରେ ରିଫାଇନ୍ ତେଲ କିମ୍ବା ଘିଅ ଗରମ କରି ଜିଲାପିଗୁଡ଼ିକୁ ଟିକେ ଲାଲ୍ ହେବା ଯାଏଁ ଫ୍ରାଏ କରନ୍ତୁ। ଏହା ପରେ ଫ୍ରାଏ ହୋଇଥିବା ଜିଲାପିକୁ ସିରାରେ କିଛି ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ଛେନା ଜିଲାପି ବା ଝିଲି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe