7 ସେକେଣ୍ଡରେ ନାଲିବତି, ଟ୍ରାଫିକର ଏ କି ଅବସ୍ଥା ? | Odisha Reporter
ଭୁବନେଶ୍ୱର ଟ୍ରାଫିକର ଏ କି ଅବସ୍ଥା? ଗୋଟିଏ ପଟରେ ମାତ୍ର ୭-୮ ସେକେଣ୍ଡ ପରେ ସବୁଜରୁ ଆସିଯାଉଛି ନାଲିବତୀ। ଗୋଟିଏ ଦୁଇଟି ଗାଡ଼ି ଜେବ୍ରା କ୍ରସିଂ ଅତିକ୍ରମ କରୁ କରୁ ଆସିଯାଉଛି ନାଲିବତୀ। କେବେ ୨ ସେକେଣ୍ଡ ପାଇଁ ହଳଦୀ ବତୀ ଜଳୁଛି ତ ଆଉ କେବେ ଜଳୁନାହିଁ। ଦେଖନ୍ତୁ ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
