ଭୁବନେଶ୍ୱର ଟ୍ରାଫିକର ଏ କି ଅବସ୍ଥା? ଗୋଟିଏ ପଟରେ ମାତ୍ର ୭-୮ ସେକେଣ୍ଡ ପରେ ସବୁଜରୁ ଆସିଯାଉଛି ନାଲିବତୀ। ଗୋଟିଏ ଦୁଇଟି ଗାଡ଼ି ଜେବ୍ରା କ୍ରସିଂ ଅତିକ୍ରମ କରୁ କରୁ ଆସିଯାଉଛି ନାଲିବତୀ। କେବେ ୨ ସେକେଣ୍ଡ ପାଇଁ ହଳଦୀ ବତୀ ଜଳୁଛି ତ ଆଉ କେବେ ଜଳୁନାହିଁ। ଦେଖନ୍ତୁ ରିପୋର୍ଟ।