ନେତା ଓ ପଲିଟିକାଲ୍ ଫାଇନସରଙ୍କ ଘରେ ଆରମ୍ଭ ହୋଇଗଲା ରେଡ୍। ବ୍ରହ୍ମପୁର, ସମ୍ବଲପୁର, ସୋର ଓ ନୟାଗଡ଼ ଆଦି ସ୍ଥାନରେ ଆଇଟି ରେଡ୍। ରେଡ ହୋଇଥିବା ଅନେକ ଲୋକଙ୍କ ପଲଟିକାଲ୍ ଲିଙ୍କ ରହିଥିବା ଚର୍ଚ୍ଚା। ସେପଟେ ସମ୍ବଲପୁର ବିଜେପିର ଜଣେ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ୍। ପୂର୍ବରୁ ବବିଙ୍କ ଖାସ୍ କୁହଯାଉଥିବା ସୁବ୍ରତ ଛାଟୋଇଙ୍କ ବାଣିକରେ ହୋଇଥିଲା ଜିଏସଟି ରେଡ୍ । ନିର୍ବାଚନକୁ ଗୋଟିଏ ବର୍ଷ ଥିବା ବେଳେ ଏଭଳି ରେଡ ଏବଂ ଗିରଫକୁ ନେଇ ଚର୍ଚ୍ଚା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।