Advertisment

ଆରମ୍ଭ ହୋଇଗଲା ରେଡ୍

ନେତା ଓ ପଲିଟିକାଲ୍ ଫାଇନସରଙ୍କ ଘରେ ଆରମ୍ଭ ହୋଇଗଲା ରେଡ୍। ବ୍ରହ୍ମପୁର, ସମ୍ବଲପୁର, ସୋର ଓ ନୟାଗଡ଼ ଆଦି ସ୍ଥାନରେ ଆଇଟି ରେଡ୍। ରେଡ ହୋଇଥିବା ଅନେକ ଲୋକଙ୍କ ପଲଟିକାଲ୍ ଲିଙ୍କ ରହିଥିବା ଚର୍ଚ୍ଚା।

author-image
Manoj Swain
ଅଦ୍ୟତନ ହୋଇଛି

ନେତା ଓ ପଲିଟିକାଲ୍ ଫାଇନସରଙ୍କ ଘରେ ଆରମ୍ଭ ହୋଇଗଲା ରେଡ୍। ବ୍ରହ୍ମପୁର, ସମ୍ବଲପୁର, ସୋର ଓ ନୟାଗଡ଼ ଆଦି ସ୍ଥାନରେ ଆଇଟି ରେଡ୍। ରେଡ ହୋଇଥିବା ଅନେକ ଲୋକଙ୍କ ପଲଟିକାଲ୍ ଲିଙ୍କ ରହିଥିବା ଚର୍ଚ୍ଚା। ସେପଟେ ସମ୍ବଲପୁର ବିଜେପିର ଜଣେ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ୍। ପୂର୍ବରୁ ବବିଙ୍କ ଖାସ୍ କୁହଯାଉଥିବା ସୁବ୍ରତ ଛାଟୋଇଙ୍କ ବାଣିକରେ ହୋଇଥିଲା ଜିଏସଟି ରେଡ୍ । ନିର୍ବାଚନକୁ ଗୋଟିଏ ବର୍ଷ ଥିବା ବେଳେ ଏଭଳି ରେଡ ଏବଂ ଗିରଫକୁ ନେଇ ଚର୍ଚ୍ଚା।

Advertisment
Odisha Bjd Leader IT Raid