Advertisment

ରଥଯାତ୍ରାରେ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ରିଲାଏନ୍ସ ଜିଓର ମାଗଣା ପରିବହନ ବ୍ୟବସ୍ଥା

ପୁରୀ: ରିଲାଏନ୍ସ ଜିଓ ପକ୍ଷରୁ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ସାମିଲ ହେବାକୁ ପୁରୀ ଆସିଥିବା ବୟସ୍କ ଏବଂ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେହି ଦିନ ସମସ୍ତ ଭିନ୍ନକ୍ଷମ ଓ ବୟସ୍କ ବ୍ୟକ୍ତିଙ୍କୁ ମାଳତୀ ପାଟପୁର ବସଷ୍ଟାଣ୍ଡଠାରୁ ପୁରୀ ସହରର ତାଳବଣିଆ ସ୍ଥିତ ରହଣିସ୍ଥଳ ପର୍ଯ୍ୟନ୍ତ ମାଗଣା ପରିବହନ ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ଏଥି ସହିତ ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ […]

ରଥଯାତ୍ରାରେ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ରିଲାଏନ୍ସ ଜିଓର ମାଗଣା ପରିବହନ ବ୍ୟବସ୍ଥା

jio3

Advertisment

ପୁରୀ: ରିଲାଏନ୍ସ ଜିଓ ପକ୍ଷରୁ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ସାମିଲ ହେବାକୁ ପୁରୀ ଆସିଥିବା ବୟସ୍କ ଏବଂ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେହି ଦିନ ସମସ୍ତ ଭିନ୍ନକ୍ଷମ ଓ ବୟସ୍କ ବ୍ୟକ୍ତିଙ୍କୁ ମାଳତୀ ପାଟପୁର ବସଷ୍ଟାଣ୍ଡଠାରୁ ପୁରୀ ସହରର ତାଳବଣିଆ ସ୍ଥିତ ରହଣିସ୍ଥଳ ପର୍ଯ୍ୟନ୍ତ ମାଗଣା ପରିବହନ ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା।

Advertisment

publive-image

ଏଥି ସହିତ ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ବଡଦାଣ୍ଡ ନିକଟରେ ଅତିରିକ୍ତ ସେଲ ଅନ ହୁଇଲ ବା ଭ୍ରାମ୍ୟମାଣ ମୋବାଇଲ ଟାୱାର ମୃତୟନ ମଧ୍ୟ କରାଯାଇଥିଲା। ରଥଯାତ୍ରାରେ ପୁରୀ ସହରରେ ମୋବାଇଲ ନେଟୱର୍କକୁ ସୁଦୃଢ କରିବା ପାଇଁ ଜିଓ ଏହି ପଦକ୍ଷେପ ନେଇଛି।

publive-image

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe