Advertisment

ମଶା ପ୍ରାଦୁର୍ଭାବରୁ ମିଳିବ ମୁକ୍ତି

ମଶା ପ୍ରାଦୁର୍ଭାବରୁ ମିଳିବ ମୁକ୍ତି। ମଶା ବଂଶକୁ ନିପାତ କରୁଛି ଗମ୍ବସିଆ ମାଛ। ମଶା ଆତଙ୍କ ପ୍ରତିହତ କରିବା ପାଇଁ ଅନେକ ପ୍ରକାରର ମିଶନ ହେଉଛି। ହେଲେ ମଶା ବଂଶକୁ ରୋକିବାକୁ ମିଳିପାରୁ ନାହିଁ ସଫଳତା। ଫଳରେ ଏବେ ଗମ୍ବସିଆ ମାଛ ଉପରେ ଦିଆଯାଉଛି ଫୋକସ୍। ରାଜଗାଙ୍ଗପୁର ଲାଇଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏହି ଯୋଜନାରେ ସାମିଲ ହୋଇ ମଶା ଲାର୍ଭାକୁ ନାଶ କରୁଥିବା ଗମ୍ବସିଆ ମାଛ ଚାଷ କରୁଛି।

author-image
Manoj Swain
Sundargarh