ଚୁପ୍ ବସିବେ ତ ତାରା ? | Odisha Reporter
ଆଗରୁ ଭିତିରିଆ ଚାଲିଥିଲା, ଏବେ ଖୁଲମଖୁଲା ଚାଲିବ। କୋରାପୁଟ କଂଗ୍ରେସରେ ହଲଚଲ। ଦୀର୍ଘଦିନ ଧରି ସଭାପତି ପଦରେ ଥିବା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷି ବାହିନୀପତିଙ୍କୁ ସଭାପତି ପଦରୁ ହଟାଇ ଦୁର୍ଗା ସାହୁଙ୍କୁ ଜିଳ୍ଲା ସଭାପତି କରିଛି ଦଳ। ଏନେଇ ଏଆଇସିସି ମୋହର ମାରିବା ପରେ ପରେ ତାରାଙ୍କ କ୍ୟାମ୍ପ ପୁରା ଖପ୍ପା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
