ଉଡ଼ି ଯାଉଥିଲେ, ଉଦ୍ଧାର ହେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦ ବର୍ଷ ପରେ ପୁଣିଥରେ ଆସିଥିଲା ସେଇ ଭୟଙ୍କର ମୂହୁର୍ତ୍ତ। ପାଦେ ଚାଲିବା ପାଇଁ ପାଦ ଥରୁଥିଲା । ପଁ ଫଁ ହୋଇ ଡରାଉଥିଲା ‘ଫୋନି’। ଦୀର୍ଘ ୪ ଘଣ୍ଟାରେ ତାଣ୍ଡବ ରଚାଇଦେଲା ଏହି ପ୍ରଳୟଙ୍କରୀ ବାତ୍ୟା । ପ୍ରାୟ ୧୫୦ କିମି ବେଗରେ ପବନ ବହୁଥିଲା ବେଳେ ନିଜ ଜୀବନ ବଞ୍ଚାଇବାକୁ ଲୋକେ ଆଶ୍ରୟ ଖୋଜିଥିଲେ। ଗଛ, ପତ୍ର କଥା ଛାଡ଼ନ୍ତୁ ମଣିଷ ବି ଉଡିବା ପରିସ୍ଥିତିରେ ଥିଲା। ଜୀବନ ବଞ୍ଚାଇବାକୁ କିଏ […]

otv

otv

Amaresh Biswal
  • Published: Saturday, 04 May 2019
  • Updated: 04 May 2019, 05:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦ ବର୍ଷ ପରେ ପୁଣିଥରେ ଆସିଥିଲା ସେଇ ଭୟଙ୍କର ମୂହୁର୍ତ୍ତ। ପାଦେ ଚାଲିବା ପାଇଁ ପାଦ ଥରୁଥିଲା । ପଁ ଫଁ ହୋଇ ଡରାଉଥିଲା ‘ଫୋନି’। ଦୀର୍ଘ ୪ ଘଣ୍ଟାରେ ତାଣ୍ଡବ ରଚାଇଦେଲା ଏହି ପ୍ରଳୟଙ୍କରୀ ବାତ୍ୟା ।

ପ୍ରାୟ ୧୫୦ କିମି ବେଗରେ ପବନ ବହୁଥିଲା ବେଳେ ନିଜ ଜୀବନ ବଞ୍ଚାଇବାକୁ ଲୋକେ ଆଶ୍ରୟ ଖୋଜିଥିଲେ। ଗଛ, ପତ୍ର କଥା ଛାଡ଼ନ୍ତୁ ମଣିଷ ବି ଉଡିବା ପରିସ୍ଥିତିରେ ଥିଲା। ଜୀବନ ବଞ୍ଚାଇବାକୁ କିଏ ଭୂଇଁରେ ବସି ପଡୁଥିଲା ତ କିଏ କାନ୍ଥ, ବାଡ ନ ହେଲେ ଦଉଡିକୁ ଆଶ୍ରା କରୁଥିଲା।

ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଥିଲା କିଛି ଏମିତି। ବସ୍ତିବାସିନ୍ଦାମାନେ ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ଧାଇଁ ଆସିଥିଲେ ଓଟଭି କାର୍ଯ୍ୟାଳୟକୁ। ଏକ ଜେସିବି ମେଶିନ୍‌ରେ ରଶି ବାନ୍ଧି ଉଦ୍ଧାର କରାଯାଇଥିଲା ସେମାନଙ୍କୁ। କର୍ମଚାରୀମାନେ ପବନକୁ ଖାତିର ନ କରି ରଶି ଟାଣି ଧରିଥିଲେ। ପାଣିରେ ପାଦ ଖସୁଥିଲେ ବି ଜୀବନ ବଞ୍ଚାଇବାକୁ ସେମାନେ କରିଥିଲେ ଆପ୍ରାଣ ଉଦ୍ୟମ। ଫଳରେ ଫୋନି ମୁହଁରୁ ବତ୍ତିଯାଇଥିଲା ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଜୀବନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story