ଲାଞ୍ଚ ନେଇ ଆରଆଇ ନିଲମ୍ବିତ, କହିଥିଲେ଼- ମୋ’ ମୁଣ୍ଡର ଦାମ କ’ଣ ୨ଶହ ଟଙ୍କା?

ଭଦ୍ରକ(ପାର୍ଥ ସାରଥୀ ନାୟକ ): ‘ମୋ’ ମୁଣ୍ଡ କ’ଣ ୨୦୦ଟଙ୍କା। ମୁଁ କ’ଣ ୨ଶହ ଟଙ୍କାରେ ତୁମ କାମ କରିବାକୁ ଏଠାରେ ଚାକିରି କରିଛି। ସବୁ କାମର ଅଲଗା ରେଟ୍‌ ଅଛି। ରେଟ୍‌ ଛିଣ୍ଡାଅ, କାମ କରିବି।’  ଏକ ଜାତିଗତ ପ୍ରମାଣପତ୍ର କରାଇ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଏପରି ଠାଣି ଦେଖାଇ ୫ଶହ ନ ହେଲେ କାମ ହେବନି ବୋଲି କହିଥିବା ଆରଆଇଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ନିଲମ୍ବିତ ହୋଇଥିବା ରାଜସ୍ୱ  ନିରୀକ୍ଷକ ହେଉଛନ୍ତି ଭଦ୍ରକ […]

ri

ri

Niharika Rout
  • Published: Thursday, 08 December 2022
  • Updated: 08 December 2022, 10:38 AM IST

ଭଦ୍ରକ(ପାର୍ଥ ସାରଥୀ ନାୟକ ): ‘ମୋ’ ମୁଣ୍ଡ କ’ଣ ୨୦୦ଟଙ୍କା। ମୁଁ କ’ଣ ୨ଶହ ଟଙ୍କାରେ ତୁମ କାମ କରିବାକୁ ଏଠାରେ ଚାକିରି କରିଛି। ସବୁ କାମର ଅଲଗା ରେଟ୍‌ ଅଛି। ରେଟ୍‌ ଛିଣ୍ଡାଅ, କାମ କରିବି।’  ଏକ ଜାତିଗତ ପ୍ରମାଣପତ୍ର କରାଇ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଏପରି ଠାଣି ଦେଖାଇ ୫ଶହ ନ ହେଲେ କାମ ହେବନି ବୋଲି କହିଥିବା ଆରଆଇଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ନିଲମ୍ବିତ ହୋଇଥିବା ରାଜସ୍ୱ  ନିରୀକ୍ଷକ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ତହସିଲ  ଅଧୀନ ଦଳାଙ୍ଗ ରାଜସ୍ୱ ମଣ୍ଡଳର ରାଜସ୍ୱ ନିରୀକ୍ଷକ ତାପସ ଜେନା। ଆରଆଇ ତାପସ ଜେନା ଲାଞ୍ଚ ନେବାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।

ଦଳାଙ୍ଗ ରାଜସ୍ୱ ମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଝିଅଙ୍କର ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ବାରମ୍ବାର ତହସିଲ ଅଫିସ ଓ ଆରଆଇ ଅଫିସ ଦୌଡ଼ୁଥିଲେ ବି ତାଙ୍କୁ  ବାରମ୍ବାର ଫେରିବାକୁ ପଡ଼ୁଥିଲା।

ଆରଆଇ ତାପସ ଜେନା ତାଙ୍କୁ ଏଥିପାଇଁ ୫ଶହ ଟଙ୍କା ମାଗିଥିଲେ। ହେଲେ ସଂପୃକ୍ତ ବ୍ୟକ୍ତି ମାତ୍ର ୨ଶହ  ଟଙ୍କା ଦେବେ ବୋଲି କହିବାରୁ ତାଙ୍କ ଉପରେ ଗର୍ଜିଥିଲେ ଆରଆଇ ।  ଏପରିକି, ଗୋଟିଏ ଅଫିସରକୁ  ଆପଣ ୨ଶହ ଦେଇ କାମ କରାଇବାକୁ କିପରି ଭାବି ପାରୁଛନ୍ତି ବୋଲି କହିଥିଲେ। ଏପରିକି ବ୍ୟକ୍ତିଜଣକ ଟଙ୍କା ନ ଥିବା କହି ବହୁ ନେହୁରା ହୋଇଥିଲେ ବି ଏହାକୁ କର୍ଣ୍ଣପାତ କରି ନ ଥିଲେ ଆରଆଇ। ଶେଷରେ ସଂପୃକ୍ତ ବ୍ୟକ୍ତି ୫ଶହ ଟଙ୍କା ଦେଇ ଜାତିଗତ ପ୍ରମାଣପତ୍ର ହାସଲ କରିଥିଲେ।

ଏହି ଘଟଣାର ଭିଡିଓ ଭାଇରାଇ ହେବା ପରେ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଭଦ୍ରକ ସିଦ୍ଧେଶ୍ୱର ଵଳିରାମ ଵନ୍ଦୋର । ଏହି ଘଟଣାର ଯାଞ୍ଚ ପରେ ଆରଆଇ ତାପସ ଜେନାକୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story