Advertisment

ପରିବା ଦର ଆକାଶ ଛୁଆଁ !

ପରିବା ଦର ଆକାଶ ଛୁଆଁ ! ଡ୍ରାଇଭରଙ୍କ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ବଜାର, ଅନେକ ଟାଙ୍କିରେ ନାହିଁ ପେଟ୍ରୋଲ ଓ ଡ଼ିଜେଲ। ଫଳରେ ପନିପରିବା ଦର ମଧ୍ୟ ମାତ୍ରାଧିକ ବଢିଯାଇଛି।

author-image
Manoj Swain

ପରିବା ଦର ଆକାଶ ଛୁଆଁ ! ଡ୍ରାଇଭରଙ୍କ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ବଜାର, ଅନେକ ଟାଙ୍କିରେ ନାହିଁ ପେଟ୍ରୋଲ ଓ ଡ଼ିଜେଲ। ଫଳରେ ପନିପରିବା ଦର ମଧ୍ୟ ମାତ୍ରାଧିକ ବଢିଯାଇଛି।

Advertisment
Odisha Protest DRIVER STRIKE