ବିଜୁ ଯୁବ ବାହିନୀ ଦୁଇ ଫାଳ: ପିଟାପିଟି ହେଲେ

ଭଦ୍ରକ: ଦିନକୁ ଦିନ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। କେଉଁଠି ନା କେଉଁଠି ଦଳ ମଧ୍ୟରେ ବୃଦ୍ଧି  ପାଉଥିବା ଅସନ୍ତୋଷ ଫୁଟି ବାହାରୁଛି। ସ୍ଥିତି ଗମ୍ଭୀର ହେବା ସହ ଦଳୀୟ କର୍ମୀ ନିଜ ମଧ୍ୟରେ ମାରପିଟ୍‌ ହେବାକୁ ମଧ୍ୟ ପଛାଉ ନାହାନ୍ତି। ଏପରି ଏକ ସ୍ଥିତି ଆଜି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲାରେ ବିଜୁ ଯୁବ ବାହିନୀ ଦୁଇ ଫାଳ ହୋଇଯାଇଛି। ଦଳ ମଧ୍ୟରେ ଥିବା ଅସନ୍ତୋଷ ଉଗ୍ର ରୂପ ନେଇଛି। ଦୁଇ […]

bjd

bjd

Rakesh Mallick
  • Published: Friday, 09 November 2018
  • Updated: 09 November 2018, 11:02 PM IST

Sports

Latest News

ଭଦ୍ରକ: ଦିନକୁ ଦିନ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। କେଉଁଠି ନା କେଉଁଠି ଦଳ ମଧ୍ୟରେ ବୃଦ୍ଧି  ପାଉଥିବା ଅସନ୍ତୋଷ ଫୁଟି ବାହାରୁଛି। ସ୍ଥିତି ଗମ୍ଭୀର ହେବା ସହ ଦଳୀୟ କର୍ମୀ ନିଜ ମଧ୍ୟରେ ମାରପିଟ୍‌ ହେବାକୁ ମଧ୍ୟ ପଛାଉ ନାହାନ୍ତି। ଏପରି ଏକ ସ୍ଥିତି ଆଜି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି।

ଜିଲ୍ଲାରେ ବିଜୁ ଯୁବ ବାହିନୀ ଦୁଇ ଫାଳ ହୋଇଯାଇଛି। ଦଳ ମଧ୍ୟରେ ଥିବା ଅସନ୍ତୋଷ ଉଗ୍ର ରୂପ ନେଇଛି। ଦୁଇ ଗୋଷ୍ଠୀ ପରସ୍ପରକୁ ପିଟିବାକୁ ମଧ୍ୟ ପଛାଇ ନାହାନ୍ତି।

ବାସୁଦେବପୁର ପଦ୍ମପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ସ୍ଥିତି। ଦୁଇ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ବୃକ୍ଷରୋପଣ ଓ ସଚେତନତା ଶୋଭାଯାତ୍ରାକୁ ଗୋଟିଏ ଗୋଷ୍ଠୀକୁ ଡକାନଯିବାରୁ ଏପରି ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଏତେ ଉଗ୍ର ରୂପ ନେଇଥିଲା ଯେ, ସେମାନେ ପରସ୍ପରକୁ ମାରପିଟ୍‌ କରିବାକୁ ପଛାଇନଥିଲେ।

https://youtu.be/VERUhZAqOU0

ବିଜୁ ଯୁବ ବାହିନୀ ସଦସ୍ୟ ଉମେଶ ଚନ୍ଦ୍ର ନାୟକ କହିଛନ୍ତି, “ଆମେ ଶୋଭାଯାତ୍ରା ଆରମ୍ଭ କରିବା ପରେ ପଦ୍ମଶ୍ରୀ ବିକାଶ ମଞ୍ଚର ସଭାପତି ରତିକାନ୍ତ ଦଳାଇ ଆସି ମୋତେ ଆକ୍ରମଣ କରିବା ସହ ମାଡ଼ ମାରିଥିଲେ। ଏହାସହ ଅନ୍ୟମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏନେଇ ଆମେ ଆଇନ୍‌ର ଆଶ୍ରୟ ନେଇଛୁ।”

ତେବେ ଉମେଶଙ୍କ ଅଭିଯୋଗ ନେଇ ରତିକାନ୍ତଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଘଟଣାକୁ ନେଇ ଥାନାରେ ଏତଲା ହେବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଛି।

ଜଗତସିଂହପୁରେ ବ୍ଲକ ଜଗିଲେ ଏକ ପ୍ଲାଟୁନ୍‌ ପୁଲିସ୍‌

bjdସେପଟେ ଜଗତସିଂହପୁର ରଘୁନାଥପୁର ଅଞ୍ଚଳରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ରଘୁନାଥପୁର ବ୍ଳକ ଅଞ୍ଚଳରେ ଉଭୟ ପକ୍ଷ ଆଜି ମୁହାଁମୁହିଁ ହୋଇଛନ୍ତି।

ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ବିରୋଧୀ କୁହାଯାଉଥିବା ୧୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓଙ୍କ ସହ ଆଲୋଚନା କରୁଥିଲେ। ଏହି ସମୟରେ ବିଧାୟିକାଙ୍କ ସମର୍ଥକମାନେ ସେଠାରେ ପହଞ୍ଚିବାରୁ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ବିଡିଓ ସେଠାରୁ ପଳାଇ ଯାଇଥିଲେ।

ଏହାର ପ୍ରତିବାଦ କରି ବିଧାୟିକାଙ୍କ ସମର୍ଥକ ସରପଞ୍ଚ ଓ ସମିତି ସଭ୍ୟମାନେ ସମ୍ମିଳନୀ କକ୍ଷରେ ବସି ରହିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା ଲାଗି ରହିବାରୁ ୧ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି।

https://youtu.be/BrEeiJ8PgWs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story