ରାସ୍ତା ମଝିରେ ଓଲଟି ପଡ଼ିଲା ମିନିଟ୍ରକ୍‌

ବଣାଇ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇର ଭାଲୁଡୁଙ୍ଗରୀ ନିକଟରେ ଏକ ମିନି ଟ୍ରକ ରାସ୍ତା ମଝିରେ ଓଲଟି ପଡ଼ିବାରୁ ୧୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବଣାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତମାନଙ୍କୁ ଚିକିତ୍ସା କରି ଛାଡ଼ି ଦିଆଯାଇଛି। ଗତକାଲି ରାତିରେ କୋଇଡ଼ାର ବିର୍ଶାମୁଣ୍ଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୩୦ ଜଣ ଲୋକ ଏକ ମିନିଟ୍ରକରେ ଗୁରୁଣ୍ଡିଆ ତୁମେରମୁଣ୍ଡାକୁ ଫେରୁଥିଲେ। ତେବେ ବାଟରେ […]

bonai

bonai

Rakesh Mallick
  • Published: Friday, 16 November 2018
  • Updated: 16 November 2018, 09:31 AM IST

Sports

Latest News

ବଣାଇ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇର ଭାଲୁଡୁଙ୍ଗରୀ ନିକଟରେ ଏକ ମିନି ଟ୍ରକ ରାସ୍ତା ମଝିରେ ଓଲଟି ପଡ଼ିବାରୁ ୧୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବଣାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତମାନଙ୍କୁ ଚିକିତ୍ସା କରି ଛାଡ଼ି ଦିଆଯାଇଛି।

ଗତକାଲି ରାତିରେ କୋଇଡ଼ାର ବିର୍ଶାମୁଣ୍ଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୩୦ ଜଣ ଲୋକ ଏକ ମିନିଟ୍ରକରେ ଗୁରୁଣ୍ଡିଆ ତୁମେରମୁଣ୍ଡାକୁ ଫେରୁଥିଲେ। ତେବେ ବାଟରେ ଟ୍ରକର ପଛ ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଏହା ଓଲଟି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story