ଓଲଟିଲା କାର୍‌, ନେଇଗଲା ଜୀବନ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଣ୍ଟାମାଲ ରାସ୍ତାର ବଡ଼କୁସଙ୍ଗ ଛକ ନିକଟରେ ଏକ ମମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରାଜ କିଶୋର ପ୍ରଧାନ। ଭାରସାମ୍ୟ ହରାଇ କାରଟି ରାସ୍ତା କଡ଼କୁ ୨ରୁ ୩ ପଲଟା ଖାଇ ତଳକୁ ଚାଲି ଆସିଥିଲା। ରାଜ କିଶୋର ଏଲ୍‌ଆଇସି ଏଜେଣ୍ଟ ଭାବେ କାମ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ନିଜ କାରରେ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣା […]

car

car

Rakesh Mallick
  • Published: Thursday, 07 February 2019
  • Updated: 07 February 2019, 09:30 AM IST

Sports

Latest News

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଣ୍ଟାମାଲ ରାସ୍ତାର ବଡ଼କୁସଙ୍ଗ ଛକ ନିକଟରେ ଏକ ମମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରାଜ କିଶୋର ପ୍ରଧାନ। ଭାରସାମ୍ୟ ହରାଇ କାରଟି ରାସ୍ତା କଡ଼କୁ ୨ରୁ ୩ ପଲଟା ଖାଇ ତଳକୁ ଚାଲି ଆସିଥିଲା।

ରାଜ କିଶୋର ଏଲ୍‌ଆଇସି ଏଜେଣ୍ଟ ଭାବେ କାମ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ନିଜ କାରରେ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos