Advertisment

ଟ୍ରକ୍‌ ପଛକୁ ପିଟିଲା ଟ୍ରକ୍‌, ଚାଳକ ମୃତ

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ତୁଳସୀ ଆଶ୍ରମ ଛକରେ ଦୁଇଟି ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ଜଣକ ହେଲେ ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳର କ୍ଷୀରୋଦ ସାହୁ।

[vc_video link="" align="center"]

ତୁଳସୀ ଆଶ୍ରମ ଛକରେ ଏକ ବାଲି ବୋଝେଇ ଟ୍ରକ ଯାଉଥିବା ବେଳେ କ୍ଷୀରୋଦ ପଛରୁ ତାଙ୍କ ଟ୍ରକ ଆଣି ପିଟି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

author-image
Ordigital Desk