ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍, ୩ ମୃତ

<p>ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବୁର୍ଲା ସ୍ଥାନାନ୍ତର ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ସେମାନେ ଦୋକାନରେ ଶୋଇଥିଲେ। ମୃତକଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି। ସେମାନେ ଏଠାରେ ଜୁସ୍&zwnj; ଦୋକାନ କରିଥିଲେ।</p> <p>ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଦୁର୍ଘଟଣା। ଭୂତ ଭଳି ଟ୍ରକଟି ମାଡ଼ିଆସି ରାସ୍ତା କଡ଼ ଦୋକାନ ତଥା ଫୁଡ୍&zwnj;ପାଥ୍&zwnj; ଉପରେ ଚଢ଼ିଯାଇଥିଲା। ଜୁସ୍&zwnj; ଦୋକାନ ଉପରକୁ ମାଡ଼ି ଅଟକି ଯାଇଥିଲା ଗାଡ଼ି। ଦୁର୍ଘଟଣା ପରେ ପୋଲିସ ଟ୍ରକ୍ ଡାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।</p>

Ordigital Desk
  • Published: Saturday, 26 May 2018
  • Updated: 26 May 2018, 10:45 AM IST

Sports

Latest News

<p>ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବୁର୍ଲା ସ୍ଥାନାନ୍ତର ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ସେମାନେ ଦୋକାନରେ ଶୋଇଥିଲେ। ମୃତକଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି। ସେମାନେ ଏଠାରେ ଜୁସ୍&zwnj; ଦୋକାନ କରିଥିଲେ।</p><p>ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଦୁର୍ଘଟଣା। ଭୂତ ଭଳି ଟ୍ରକଟି ମାଡ଼ିଆସି ରାସ୍ତା କଡ଼ ଦୋକାନ ତଥା ଫୁଡ୍&zwnj;ପାଥ୍&zwnj; ଉପରେ ଚଢ଼ିଯାଇଥିଲା। ଜୁସ୍&zwnj; ଦୋକାନ ଉପରକୁ ମାଡ଼ି ଅଟକି ଯାଇଥିଲା ଗାଡ଼ି। ଦୁର୍ଘଟଣା ପରେ ପୋଲିସ ଟ୍ରକ୍ ଡାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos