ପାଣି ପାଇଁ ରାସ୍ତାରୋକ୍। ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀଙ୍କ ରାସ୍ତାରୋକ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ଅଦରପଡ଼ା ଗ୍ରାମ ଛକ ଠାରେ ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀ ମାନେ ଗୋରା ବାଲଟି ଧରି ରାସ୍ତାରୋକ କରିଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ ପିଇବା ପାଣି ନମିଳିବାରୁ ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ବସ୍ତି ଝିଅ ଭୁବନେଶ୍ୱର ଟପ୍ପର
ଯୁକ୍ତ ୨ ବିଜ୍ଞାନରେ ଭୁବନେଶ୍ୱର ଟପ୍ପର ହେଲେ ବର୍ଷାରାଣୀ ସ୍ୱାଇଁ। ୯୪% ମାର୍କ ରଖି କିଭଳି ସଫଳତା ପାଇଲେ ? ଆସନ୍ତୁ ଜାଣିବା
Odisha
ବିଜେଡିରେ ଶହେରୁ ଊର୍ଦ୍ଧ୍ୱ ବିଭୀଷଣ ଅଛନ୍ତି
ବିଜେଡିରେ ଶହେରୁ ଊର୍ଦ୍ଧ୍ୱ ବିଭୀଷଣ ଅଛନ୍ତି। ଯେଉଁମାନେ ରାବଣରାଜ ଶେଷ କରିବାକୁ ଚାହୁଁଛନ୍ତି, ସେମାନେ ବିଜେପି ସହ ଅଛନ୍ତି। ଆଜି ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। ତେବେ କିଏ ସେହି ବିଭୀଷଣ ସେନେଇ କିଛି କହି ନାହାନ୍ତି ହରିଚନ୍ଦନ।
Odisha
‘ମୋ ସହ କିଛି ବିଜେଡି ନେତା କଥାବାର୍ତ୍ତା ହେଉଛନ୍ତି’
ଜୁଏଲ ଓରାମ କହିଲେ ମୋ ସହ ମଧ୍ୟ କିଛି ବିଜେଡି ନେତା କଥାବାର୍ତ୍ତା ହେଉଛନ୍ତି। ସରକାର ଉପରେ ସେମାନେ ଅସନ୍ତୁଷ୍ଟ ଅଛନ୍ତି। ତେମୁ ବିସ୍ଫୋରଣ ଘଟିପାରେ।
Odisha
ବଂଚିବା ପାଇଁ ଇଏ କି ପ୍ରତିଯୋଗିତା ?
ପାନୀୟ ଜଳ ପାଇଁ ଲୋକ ନଦୀକୁ ବାରମ୍ବାର ଆସି ପାରିବେନି। ଜଳ ସଂଗ୍ରହ ପାଇଁ ନଦୀକୁ ଆସିବାକୁ ହେଲେ ପ୍ରାୟ ୨ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡୁଛି।