"ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କୁଆଡ଼େ କହିଛନ୍ତି ବିଧାନସଭା ନିର୍ବାଚନ ଲଢିବାର ବୟସ ୬୦ ବର୍ଷ ଭିତରେ ରହିବା ଦରକାର ବୋଲି। ଏବେ ଚାକିରୀରେ ଅବସର ବୟସ ସୀମା ୫୮ରୁ ୬୦ ହୋଇଥିବା ବେଳେ ଡାକ୍ତରଙ୍କ ବୟସ ସୀମା ୬୫ ରହିଛି। ହେଲେ ରାଜନୀତିରେ ସେମିତି କୌଣିସ ବୟସ ସୀମା ନାହିଁ। Advertisment "
ମାରୁଥିଲେ କାହାକୁ, ବାଜୁଛି କାହାକୁ?
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କୁଆଡ଼େ କହିଛନ୍ତି ବିଧାନସଭା ନିର୍ବାଚନ ଲଢିବାର ବୟସ ୬୦ ବର୍ଷ ଭିତରେ ରହିବା ଦରକାର ବୋଲି। ଏବେ ଚାକିରୀରେ ଅବସର ବୟସ ସୀମା ୫୮ରୁ ୬୦ ହୋଇଥିବା ବେଳେ ଡାକ୍ତରଙ୍କ ବୟସ ସୀମା ୬୫ ରହିଛି। ହେଲେ ରାଜନୀତିରେ ସେମିତି କୌଣିସ ବୟସ ସୀମା ନାହିଁ।
ମାରୁଥିଲେ କାହାକୁ, ବାଜୁଛି କାହାକୁ | Odisha Reporter