ରୋହିତଙ୍କ 60 ବର୍ଷ ସୀମା | Odisha Reporter
୬୦ ବର୍ଷ ପରେ ଜଣେ ବିଧାୟକ ହେବା ଉଚିତ ନୁହେଁ। କାରଣ ସେ ନିର୍ବାଚନମଣ୍ଡଳୀରେ ୨୦୦ କିମି ବୁଲିପାରିବେନି। ଡାକବଙ୍ଗଳା କିମ୍ବା ଭୁବନେଶ୍ୱରରେ ରହି କାମ କରିବେ।‘ ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଏଭଳି ବୟାନ ବଡ଼ ବିତର୍କ ସୃଷ୍ଟି କରିଛି। ଏଭଳି ମାପଦଣ୍ଡରେ ବିଜେଡିର ଅନେକ ବରିଷ୍ଠ ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଆସିଯିବେ। ଏ ନେଇ ଶୁଣନ୍ତୁ ବରିଷ୍ଠ ସାମ୍ବାଦିକମାନେ କ’ଣ କହୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
