Advertisment

ରାଉରକେଲା: ସ୍ପଞ୍ଜ ଆଇରନ୍ କାରଖାନାରେ ବିସ୍ଫୋରଣ, ୩ ଶ୍ରମିକ ଗୁରୁତର

ରାଉରକେଲା: ରାଉରକେଲା କଲୁଙ୍ଗାରେ ଥିବା ମହାବୀର ଫେରୋ ଆଲଏଜ୍‌ ସ୍ପଞ୍ଜ ଆଇରନ୍ କାରଖାନାରେ ଆଜି ବିସ୍ଫୋରଣ ଘଟି ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ(ଆଇ.ଜି.ଏଚ୍‌)ର ଆଇସିୟୁରେ ଭର୍ତ୍ତି କରାଯାଇଛି।  ଆହତମାନେ ହେଲେ ମହେଶ  ଦୁବେ, ସାନିକା ତିର୍କୀ ଏବଂ ଉଇଲିୟମ ଡୁଙ୍ଗଡୁଙ୍ଗ୍ । ଶ୍ରମିକମାନେ କାରଖାନାରେ କାମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ହାଇ ଭୋଲଟେଜ୍  ଯୋଗୁଁ ବିସ୍ଫୋରଣ ଘଟିଥିବା କୁହାଯାଇଛି। ଏହାକୁ ନେଇ କାରଖାନା ପରିସରରେ […]

ଅଦ୍ୟତନ ହୋଇଛି
ରାଉରକେଲା: ସ୍ପଞ୍ଜ ଆଇରନ୍ କାରଖାନାରେ ବିସ୍ଫୋରଣ, ୩ ଶ୍ରମିକ ଗୁରୁତର

spnga

Advertisment

ରାଉରକେଲା: ରାଉରକେଲା କଲୁଙ୍ଗାରେ ଥିବା ମହାବୀର ଫେରୋ ଆଲଏଜ୍‌ ସ୍ପଞ୍ଜ ଆଇରନ୍ କାରଖାନାରେ ଆଜି ବିସ୍ଫୋରଣ ଘଟି ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ(ଆଇ.ଜି.ଏଚ୍‌)ର ଆଇସିୟୁରେ ଭର୍ତ୍ତି କରାଯାଇଛି।  ଆହତମାନେ ହେଲେ ମହେଶ  ଦୁବେ, ସାନିକା ତିର୍କୀ ଏବଂ ଉଇଲିୟମ ଡୁଙ୍ଗଡୁଙ୍ଗ୍ ।

Advertisment

ଶ୍ରମିକମାନେ କାରଖାନାରେ କାମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ହାଇ ଭୋଲଟେଜ୍  ଯୋଗୁଁ ବିସ୍ଫୋରଣ ଘଟିଥିବା କୁହାଯାଇଛି। ଏହାକୁ ନେଇ କାରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି। ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe