Advertisment

ରୟାଲଟି ମୁକ୍ତ ହେବ ଶାଳପତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୟାଲଟି ମୁକ୍ତ ହେବ ଲଘୁ ବନଜାତ ଦ୍ରବ୍ୟ ଶାଳପତ୍ର। ଆଜି ମୁଖ୍ୟମନ୍ତ୍ରୀ ଶାଳପତ୍ର ଉପରେ ଥିବା ରୟାଲଟିକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଶାଳପତ୍ର ଉପରେ କ୍ୱିଣ୍ଟାଲ ପିଛା ୮୬ ଟଙ୍କା ଲେଖାଏ ରୟାଲଟି ଆଦାୟ ହେଉଛି। ତେଣୁ ଏହାକୁ ସମ୍ପୂର୍ଣ୍ଣ ଛାଡ଼ କରାଗଲେ ରାଜ୍ୟର ୨୫ ଲକ୍ଷ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ଜନଜାତି ବର୍ଗର ଲୋକେ ଶାଳପତ୍ର ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ଏହାଦ୍ୱାରା […]

ନବୀନଙ୍କ ସମଦୂରତ୍ୱ ଥିଓରୀ: ସୁବିଧାବାଦୀ ରାଜନୀତି ନା ବାଧ୍ୟବାଧକତା

naveen

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୟାଲଟି ମୁକ୍ତ ହେବ ଲଘୁ ବନଜାତ ଦ୍ରବ୍ୟ ଶାଳପତ୍ର। ଆଜି ମୁଖ୍ୟମନ୍ତ୍ରୀ ଶାଳପତ୍ର ଉପରେ ଥିବା ରୟାଲଟିକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବର୍ତ୍ତମାନ ଶାଳପତ୍ର ଉପରେ କ୍ୱିଣ୍ଟାଲ ପିଛା ୮୬ ଟଙ୍କା ଲେଖାଏ ରୟାଲଟି ଆଦାୟ ହେଉଛି। ତେଣୁ ଏହାକୁ ସମ୍ପୂର୍ଣ୍ଣ ଛାଡ଼ କରାଗଲେ ରାଜ୍ୟର ୨୫ ଲକ୍ଷ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ମୁଖ୍ୟତଃ ଜନଜାତି ବର୍ଗର ଲୋକେ ଶାଳପତ୍ର ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ଏହାଦ୍ୱାରା ଏହି ଜନଜାତିର ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe