Advertisment

ରୁଟ ପରମିଟ ନାଁରେ ସ୍କୁଟିକୁ ୧୦ ହଜାର ଫାଇନ!

କଟକର ଜଣେ ସ୍କୁଟି ମାଲିକଙ୍କ ପାଖକୁ କଟକ ଟ୍ରାନସପୋର୍ଟ କମିଶନରଙ୍କ ପାଖରୁ ଆସିଛି ୧୦ ହଜାର ଟଙ୍କା ଜୋରିମାନା ନୋଟିସ। ତାଙ୍କ ଦୋଷ ହେଲା ସେ ୧୬ ତାରିଖରେ ପିପିଲି ଟୋଲ ଗେଟ୍ ଅତିକ୍ରମ କଲାବେଳେ ତାଙ୍କ ସ୍ପୁଟିର କୁଆଡ଼େ ପରମିଟ ନଥିଲା। ସେମିତି ଏ ହେଉଛି ଏକ ଘରୋଇ କାର ନାଁରେ ଯାଇଥିବା ଇ-ଚାଲାଣ ବା ଜୋରିମାନା।

author-image
Debendra Prusty

କଟକର ଜଣେ ସ୍କୁଟି ମାଲିକଙ୍କ ପାଖକୁ କଟକ ଟ୍ରାନସପୋର୍ଟ କମିଶନରଙ୍କ ପାଖରୁ ଆସିଛି ୧୦ ହଜାର ଟଙ୍କା ଜୋରିମାନା ନୋଟିସ। ତାଙ୍କ ଦୋଷ ହେଲା ସେ ୧୬ ତାରିଖରେ ପିପିଲି ଟୋଲ ଗେଟ୍ ଅତିକ୍ରମ କଲାବେଳେ ତାଙ୍କ ସ୍ପୁଟିର କୁଆଡ଼େ ପରମିଟ ନଥିଲା। ସେମିତି ଏ ହେଉଛି ଏକ ଘରୋଇ କାର ନାଁରେ ଯାଇଥିବା ଇ-ଚାଲାଣ ବା ଜୋରିମାନା।

Advertisment
Odisha Transport Bizzare Fine Fine Odisha