‘ନିଜେ ଯାହା କରି ନଥିଲି ପୁଅ କରି ଦେଖାଇଲା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନିଜେ ଯାହା କରି ନଥିଲି,  ତାହା ପୁଅ କରି ଦେଖାଇ ଦେଲା”। ସାଧାରଣତନ୍ତ୍ର ଦିବସରେ ଦେଶ ପାଇଁ ବଳିଦାନ ଦେଇଥିବା ପୁଅ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ଖୋର୍ଦ୍ଧା ଅଠରାଙ୍ଗର ସହିଦ ଯବାନ ହେମନ୍ତ ପଣ୍ଡାଙ୍କ ବାପା ପବିତ୍ର ପଣ୍ଡା। ମାତ୍ର ୨୫ ବୟସର ଯୁବକ ପୁଅକୁ ହରାଇ ପବିତ୍ର କୋହ ସମ୍ଭାଳି ପାରୁନଥିଲେ ବି ପୁଅର କାମ ପାଇଁ ସେ ଗର୍ବିତ ବୋଲି କହିଛନ୍ତି। ଏପଟେ ହେମନ୍ତଙ୍କୁ ହରାଇ ତାଙ୍କ ପରିବାର ତଥା […]

jawan

jawan

Rakesh Mallick
  • Published: Sunday, 27 January 2019
  • Updated: 28 January 2019, 09:22 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନିଜେ ଯାହା କରି ନଥିଲି,  ତାହା ପୁଅ କରି ଦେଖାଇ ଦେଲା”। ସାଧାରଣତନ୍ତ୍ର ଦିବସରେ ଦେଶ ପାଇଁ ବଳିଦାନ ଦେଇଥିବା ପୁଅ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ଖୋର୍ଦ୍ଧା ଅଠରାଙ୍ଗର ସହିଦ ଯବାନ ହେମନ୍ତ ପଣ୍ଡାଙ୍କ ବାପା ପବିତ୍ର ପଣ୍ଡା।

ମାତ୍ର ୨୫ ବୟସର ଯୁବକ ପୁଅକୁ ହରାଇ ପବିତ୍ର କୋହ ସମ୍ଭାଳି ପାରୁନଥିଲେ ବି ପୁଅର କାମ ପାଇଁ ସେ ଗର୍ବିତ ବୋଲି କହିଛନ୍ତି। ଏପଟେ ହେମନ୍ତଙ୍କୁ ହରାଇ ତାଙ୍କ ପରିବାର ତଥା ପୂରା ଅଠରାଙ୍ଗ ଗାଁରେ ଖେଳିଯାଇଛି ଶୋକର ଛାୟା।

ପବିତ୍ର ମଧ୍ୟ ସେନାରେ ଚାକିରି କରି ଅବସର ନେଇଛନ୍ତି। ସହିଦ ହେମନ୍ତ ୪ ବର୍ଷ ହେବ ଲାନ୍ସ ନାୟକ ଭାବେ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ। ଗତକାଲି ବାରମୁଲାରେ ସେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ସହିଦ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story