‘ମୁଣ୍ଡରୁ ବାବାଙ୍କ ହାତ ଉଠିଗଲା, ହେଲେ ଦେଶ ପାଇଁ ଜୀବନ ଦେଇଥିବାରୁ ମୁଁ ଗର୍ବିତ’

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜମ୍ମୁ କାଶ୍ମୀର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି। ଜଣେ କଟକ ଜିଲ୍ଲା ରତନପୁର ଗାଁର ମନୋଜ କୁମାର ବେହେରା ହୋଇଥିବା ବେଳେ ଅନ୍ୟ ଜଣେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ କୁମାର ସାହୁ। ପ୍ରସନ୍ନ ସିଆରପିଏଫ୍‌ ୬୧ ବାଟାଲିୟନରେ ହାବିଲଦାର ଭାବେ ମୁତୟନ ଥିଲେ। ଗତକାଲି ଆତଙ୍କୀ ଆକ୍ରମଣରେ ସହିଦ ହେବା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ ପ୍ରସନ୍ନଙ୍କ […]

sahid1

sahid1

Rakesh Mallick
  • Published: Friday, 15 February 2019
  • Updated: 15 February 2019, 03:03 PM IST

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜମ୍ମୁ କାଶ୍ମୀର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି। ଜଣେ କଟକ ଜିଲ୍ଲା ରତନପୁର ଗାଁର ମନୋଜ କୁମାର ବେହେରା ହୋଇଥିବା ବେଳେ ଅନ୍ୟ ଜଣେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ କୁମାର ସାହୁ।

ପ୍ରସନ୍ନ ସିଆରପିଏଫ୍‌ ୬୧ ବାଟାଲିୟନରେ ହାବିଲଦାର ଭାବେ ମୁତୟନ ଥିଲେ। ଗତକାଲି ଆତଙ୍କୀ ଆକ୍ରମଣରେ ସହିଦ ହେବା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ତେବେ ପ୍ରସନ୍ନଙ୍କ ଏହି ବଳିଦାନ ପାଇଁ ଗର୍ବିତ ଥିବା ତାଙ୍କ ଝିଅ କହିଛନ୍ତି।

ସହିଦ ପ୍ରସନ୍ନଙ୍କ ଝିଅ କହିଛନ୍ତି, “ବାବା ଦେଶ ପାଇଁ ଜୀବନ ଦେଇଥିବାରୁ ମୁଁ ଓ ମୋ ପରିବାର ଗର୍ବିତ। ହେଲେ ମୁଣ୍ଡ ଉପରେ ଥିବା ବାବାଙ୍କ ହାତ ଖସି ଯାଇଛି, ଯାହା କଷ୍ଟ ଦେଉଛି। ଦେଶ ପାଇଁ କିଛି କରିବାର ତାଙ୍କ ଇଚ୍ଛା ପୂରଣ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story