Advertisment

‘ମୁଣ୍ଡରୁ ବାବାଙ୍କ ହାତ ଉଠିଗଲା, ହେଲେ ଦେଶ ପାଇଁ ଜୀବନ ଦେଇଥିବାରୁ ମୁଁ ଗର୍ବିତ’

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜମ୍ମୁ କାଶ୍ମୀର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି। ଜଣେ କଟକ ଜିଲ୍ଲା ରତନପୁର ଗାଁର ମନୋଜ କୁମାର ବେହେରା ହୋଇଥିବା ବେଳେ ଅନ୍ୟ ଜଣେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ କୁମାର ସାହୁ। ପ୍ରସନ୍ନ ସିଆରପିଏଫ୍‌ ୬୧ ବାଟାଲିୟନରେ ହାବିଲଦାର ଭାବେ ମୁତୟନ ଥିଲେ। ଗତକାଲି ଆତଙ୍କୀ ଆକ୍ରମଣରେ ସହିଦ ହେବା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ ପ୍ରସନ୍ନଙ୍କ […]

ଅଦ୍ୟତନ ହୋଇଛି
‘ମୁଣ୍ଡରୁ ବାବାଙ୍କ ହାତ ଉଠିଗଲା, ହେଲେ ଦେଶ ପାଇଁ ଜୀବନ ଦେଇଥିବାରୁ ମୁଁ ଗର୍ବିତ’

sahid1

Advertisment

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜମ୍ମୁ କାଶ୍ମୀର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି। ଜଣେ କଟକ ଜିଲ୍ଲା ରତନପୁର ଗାଁର ମନୋଜ କୁମାର ବେହେରା ହୋଇଥିବା ବେଳେ ଅନ୍ୟ ଜଣେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ କୁମାର ସାହୁ।

Advertisment

ପ୍ରସନ୍ନ ସିଆରପିଏଫ୍‌ ୬୧ ବାଟାଲିୟନରେ ହାବିଲଦାର ଭାବେ ମୁତୟନ ଥିଲେ। ଗତକାଲି ଆତଙ୍କୀ ଆକ୍ରମଣରେ ସହିଦ ହେବା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ତେବେ ପ୍ରସନ୍ନଙ୍କ ଏହି ବଳିଦାନ ପାଇଁ ଗର୍ବିତ ଥିବା ତାଙ୍କ ଝିଅ କହିଛନ୍ତି।

ସହିଦ ପ୍ରସନ୍ନଙ୍କ ଝିଅ କହିଛନ୍ତି, “ବାବା ଦେଶ ପାଇଁ ଜୀବନ ଦେଇଥିବାରୁ ମୁଁ ଓ ମୋ ପରିବାର ଗର୍ବିତ। ହେଲେ ମୁଣ୍ଡ ଉପରେ ଥିବା ବାବାଙ୍କ ହାତ ଖସି ଯାଇଛି, ଯାହା କଷ୍ଟ ଦେଉଛି। ଦେଶ ପାଇଁ କିଛି କରିବାର ତାଙ୍କ ଇଚ୍ଛା ପୂରଣ ହୋଇଛି।”

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe