Advertisment

ସାଇ ମନ୍ଦିରରୁ ଗଡିବ ଶ୍ରୀ ଜଗନ୍ନାଥଙ୍କ ଦାରୁ

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ି ଚାଲିଛି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଦାରୁ ଶଗଡ଼ି। ଭୁବନେଶ୍ୱର ଉପକଣ୍ଠ ପାଣ୍ଡରାରୁ ବାହାରିଥିବା ଏହି ଦାରୁ ଶଗଡ଼ି ଗତକାଲି ଟଙ୍କପାଣି ରୋଡ୍ ସାଇ ମନ୍ଦିରରେ ପହଞ୍ଚିଛି। ସେଠାରେ ରାତ୍ର ରହଣୀ ପରେ ଆଜି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦାରୁ ଶଗଡ଼ି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ରେ ଯେମିତି ବଡ଼ଦାଣ୍ଡ ପାଲଟିଯାଇଛି ରାଜରାସ୍ତା। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଦାରୁଙ୍କ ପୂଜାର୍ଚ୍ଚନା […]

ସାଇ ମନ୍ଦିରରୁ ଗଡିବ ଶ୍ରୀ ଜଗନ୍ନାଥଙ୍କ ଦାରୁ

jagantah daru

Advertisment

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ି ଚାଲିଛି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଦାରୁ ଶଗଡ଼ି। ଭୁବନେଶ୍ୱର ଉପକଣ୍ଠ ପାଣ୍ଡରାରୁ ବାହାରିଥିବା ଏହି ଦାରୁ ଶଗଡ଼ି ଗତକାଲି ଟଙ୍କପାଣି ରୋଡ୍ ସାଇ ମନ୍ଦିରରେ ପହଞ୍ଚିଛି। ସେଠାରେ ରାତ୍ର ରହଣୀ ପରେ ଆଜି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦାରୁ ଶଗଡ଼ି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ରେ ଯେମିତି ବଡ଼ଦାଣ୍ଡ ପାଲଟିଯାଇଛି ରାଜରାସ୍ତା। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଦାରୁଙ୍କ ପୂଜାର୍ଚ୍ଚନା କରୁଛନ୍ତି ଭକ୍ତ । ରାସ୍ତାରେ ଫୁଲ ବିଛାଇ ଦାରୁ ଶଗଡ଼ିକୁ ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ ମାନେ । ମହାପ୍ରଭୁଙ୍କ ଦାରୁଙ୍କୁ ଅତି ନିକଟରେ ପାଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe