ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଚାଲ୍‌ ଖେଳିଛନ୍ତି। ମହିଳାଙ୍କ ଭୋଟ୍‌ ହାତେଇବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ାଇଛନ୍ତି। ଏପରିକି ଅଙ୍ଗନବାଡ଼ି କର୍ମୀଙ୍କ ବୟସ ସୀମାକୁ ମଧ୍ୟ ବଢ଼ାଇଛନ୍ତି। ନିଷ୍ପତ୍ତି ଅନୁସାରେ ଏଣିକି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାରରୁ ୭୫୦୦କୁ ବୃଦ୍ଧି କରାଯାଇଛି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪୧୨୫ରୁ ୫୩୭୫କୁ ଓ ଅଙ୍ଗନବାଡ଼ି ହେଲ୍‌ପରଙ୍କ ଦରମା ୩ ହଜାରରୁ ୩୭୫୦କୁ ବଢ଼ାଯାଇଛି। ଏହାଛଡ଼ା […]

anganawadi

anganawadi

Manoranjan Sial
  • Published: Saturday, 12 January 2019
  • Updated: 12 January 2019, 06:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଚାଲ୍‌ ଖେଳିଛନ୍ତି। ମହିଳାଙ୍କ ଭୋଟ୍‌ ହାତେଇବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ାଇଛନ୍ତି। ଏପରିକି ଅଙ୍ଗନବାଡ଼ି କର୍ମୀଙ୍କ ବୟସ ସୀମାକୁ ମଧ୍ୟ ବଢ଼ାଇଛନ୍ତି।

ନିଷ୍ପତ୍ତି ଅନୁସାରେ ଏଣିକି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାରରୁ ୭୫୦୦କୁ ବୃଦ୍ଧି କରାଯାଇଛି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪୧୨୫ରୁ ୫୩୭୫କୁ ଓ ଅଙ୍ଗନବାଡ଼ି ହେଲ୍‌ପରଙ୍କ ଦରମା ୩ ହଜାରରୁ ୩୭୫୦କୁ ବଢ଼ାଯାଇଛି। ଏହାଛଡ଼ା ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରାଯାଇଥିବା ବେଳେ ହେଲ୍‌ପର୍‌ଙ୍କୁ ୧୫ ଦିନ ଖରାଛୁଟି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଅବସର ପରେ ଅଙ୍ଗନବାଡ଼ି କର୍ମୀ ଓ ହେଲ୍‌ପର୍‌ଙ୍କୁ ଆର୍ଥିକ ସହାୟତା ମଧ୍ୟ ମିଳିବ ବୋଲି ଜଣାପଡ଼ିଛି। ବର୍ଦ୍ଧିତ ଦରମା ୨୦୧୮ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ।

ଅଙ୍ଗନବାଡ଼ି କର୍ମୀଙ୍କୁ ୨୦ ହଜାର ଟଙ୍କା, ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ୧୫, ହେଲ୍‌ପର୍‌ଙ୍କୁ ୧୦ ହଜାର ସହାୟତା ଦିଆଯିବ। ସୁପରଭାଇଜରର ୫୦% ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରୁ ବଛାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story