Advertisment

ରାଜସ୍ଥାନରେ ବିକ୍ରି ହୋଇଥିବା ନାବାଳିକା ଉଦ୍ଧାର

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ରାଜସ୍ଥାନରେ ବିକ୍ରି ହୋଇଥିବା ଜଣେ ଓଡ଼ିଆ ନାବାଳିକାଙ୍କୁ ରାଜସ୍ଥାନ ପୁଲିସ ସହାୟତାରେ ସମ୍ବଲପୁର ପୁଲିସ୍‌। ଗତ ୮ ତାରିଖରେ ସୋନପୁର ତରଭା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଅପହରଣ କରି ରାଜସ୍ଥାନରେ ବିକ୍ରି କରି ଦେଇଥିଲେ ବୋଲି ନାବାଳିକା ଜଣଙ୍କ ପୁଲିସ୍‌କୁ କହିଛନ୍ତି। କୌଶଳ କ୍ରମେ ନାବାଳିକା ଜଣଙ୍କ ଖସି ଆସି ରାଜସ୍ଥାନ କିରବା ପୁଲିସକୁ ଘଟଣା ସ୍ଥମ୍ପର୍କରେ ଜଣାଇଥିଲେ। ଏପଟେ ନାବାଳିକା ନିଖୋଜ ହୋଇଥିବାନେଇ ତାଙ୍କ ପରିବାର ପକ୍ଷରୁ ସମ୍ବଲପୁର ଧମା […]

ରାଜସ୍ଥାନରେ ବିକ୍ରି ହୋଇଥିବା ନାବାଳିକା ଉଦ୍ଧାର

smb

Advertisment

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ରାଜସ୍ଥାନରେ ବିକ୍ରି ହୋଇଥିବା ଜଣେ ଓଡ଼ିଆ ନାବାଳିକାଙ୍କୁ ରାଜସ୍ଥାନ ପୁଲିସ ସହାୟତାରେ ସମ୍ବଲପୁର ପୁଲିସ୍‌। ଗତ ୮ ତାରିଖରେ ସୋନପୁର ତରଭା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଅପହରଣ କରି ରାଜସ୍ଥାନରେ ବିକ୍ରି କରି ଦେଇଥିଲେ ବୋଲି ନାବାଳିକା ଜଣଙ୍କ ପୁଲିସ୍‌କୁ କହିଛନ୍ତି।

Advertisment

କୌଶଳ କ୍ରମେ ନାବାଳିକା ଜଣଙ୍କ ଖସି ଆସି ରାଜସ୍ଥାନ କିରବା ପୁଲିସକୁ ଘଟଣା ସ୍ଥମ୍ପର୍କରେ ଜଣାଇଥିଲେ।

ଏପଟେ ନାବାଳିକା ନିଖୋଜ ହୋଇଥିବାନେଇ ତାଙ୍କ ପରିବାର ପକ୍ଷରୁ ସମ୍ବଲପୁର ଧମା ଥାନାରେ ଏତଲା ଦିଆଯାଇଥିଲା। ପରେ ପରିବାର ଲୋକେ ସମ୍ବଲପୁର ଏସପିଙ୍କୁ ଗୁହାରୀ ପରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଘଟଣାର ତଦନ୍ତ ହେଉଥିଲା।

Advertisment

ଏ ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗିରଫ ପାଇଁ ଉଦ୍ୟମ ରହିଥିବା ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe