ସମ୍ବଲପୁର ଶୀତଳ ଷଷ୍ଠୀ: ନନ୍ଦପଡ଼ା ବାଲୁଙ୍କେଶ୍ୱର ବାବାଙ୍କ ଦେବ ନିମନ୍ତ୍ରଣ ଶେଷ

ସମ୍ବଲପୁର: ସମ୍ୱଲପୁରର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ପାଇଁ ମଙ୍ଗଳବାର  ରାତିରେ  ନନ୍ଦପଡା ବମବରାଡ ବାଲୁଙ୍କେଶ୍ୱର ବାବାଙ୍କର ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ କାର୍ଯ୍ୟ  ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ମହାପ୍ରଭୁ ନୃସିଂହ, ନୃସିଂହ ନିଉତାରେ ବାହାରି ବିଭିନ୍ନ ମନ୍ଦିର ଓ ଦେବାଳୟ ମାନଙ୍କୁ ଯାଇ  ବିବାହ ଉତ୍ସବରେ ଯୋଗଦେବା ପାଇଁ ଗୁଆ ଦେଇ ଦେବତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଜି ଅନ୍ୟ ସମସ୍ତ ପଡାରେ ହେବ ପତରପେଣ୍ଡି ବା ନିର୍ବନ୍ଧ। ଆସନ୍ତା […]

sambalpur

sambalpur

Rakesh Mallick
  • Published: Wednesday, 20 May 2015
  • Updated: 20 May 2015, 04:13 AM IST

Sports

Latest News

ସମ୍ବଲପୁର: ସମ୍ୱଲପୁରର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ପାଇଁ ମଙ୍ଗଳବାର  ରାତିରେ  ନନ୍ଦପଡା ବମବରାଡ ବାଲୁଙ୍କେଶ୍ୱର ବାବାଙ୍କର ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ କାର୍ଯ୍ୟ  ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ମହାପ୍ରଭୁ ନୃସିଂହ, ନୃସିଂହ ନିଉତାରେ ବାହାରି ବିଭିନ୍ନ ମନ୍ଦିର ଓ ଦେବାଳୟ ମାନଙ୍କୁ ଯାଇ  ବିବାହ ଉତ୍ସବରେ ଯୋଗଦେବା ପାଇଁ ଗୁଆ ଦେଇ ଦେବତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଜି ଅନ୍ୟ ସମସ୍ତ ପଡାରେ ହେବ ପତରପେଣ୍ଡି ବା ନିର୍ବନ୍ଧ। ଆସନ୍ତା ୨୨ ତାରିଖରେ ହେବ  ଶିବ ବିବାହ। ୨୦ ତାରିଖ ରାତିରେ ଅନ୍ୟ ସମସ୍ତ ପଡାରେ ବିବାହ  ନିର୍ବନ୍ଧ କାର୍ଯ୍ୟ ପତରପେଣ୍ଡି ଅନୁଷ୍ଠିତ ହେବ। ୨୧ ରେ ହନୁମାନ ନିଉତା ବା ଗୁଆଗୁଣ୍ଡା ଓ ୨୨ ରେ  ତାରିଖରେ  ଅନୁଷ୍ଠିତ ହେବ ବିବାହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story