Advertisment

ସମ୍ବଲପୁରରେ ଆଇଆଇଏମ୍ ପ୍ରସଙ୍ଗ: ଚିହ୍ନଟ ସ୍ଥାନ ପୁଣି ଅନୁଧ୍ୟାନ କରିବାକୁ ରାଜ୍ୟ ସରକାର ଲେଖିବେ ଚିଠି

ଭୁବନେଶ୍ୱର: ପ୍ରସ୍ତାବିତ ଆଇଆଇଏମ୍ ନେଇ ସମ୍ବଲପୁରରେ ଦୁଇଟି ସ୍ଥାନ ଚିହ୍ନଟ ହୋଇଛି। ସେହି ଦୁଇଟି ସ୍ଥାନକୁ ପୁଣି ଥରେ ଅନୁଧ୍ୟାନ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଚିଠି ଲେଖିବେ। ସୋମବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସେ କହିଛନ୍ତି, ଆଇଆଇଏମ ପ୍ରତିଷ୍ଠା ପାଇଁ ସମ୍ବଲପୁରରେ ଚିହ୍ନଟ ହୋଇଥିବା ଦୁଇଟି ସ୍ଥାନକୁ ପୁଣି ଥରେ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର […]

ଅଦ୍ୟତନ ହୋଇଛି
ସମ୍ବଲପୁରରେ ଆଇଆଇଏମ୍ ପ୍ରସଙ୍ଗ: ଚିହ୍ନଟ ସ୍ଥାନ ପୁଣି ଅନୁଧ୍ୟାନ କରିବାକୁ ରାଜ୍ୟ ସରକାର ଲେଖିବେ ଚିଠି

sanjay

Advertisment

ଭୁବନେଶ୍ୱର: ପ୍ରସ୍ତାବିତ ଆଇଆଇଏମ୍ ନେଇ ସମ୍ବଲପୁରରେ ଦୁଇଟି ସ୍ଥାନ ଚିହ୍ନଟ ହୋଇଛି। ସେହି ଦୁଇଟି ସ୍ଥାନକୁ ପୁଣି ଥରେ ଅନୁଧ୍ୟାନ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଚିଠି ଲେଖିବେ। ସୋମବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସେ କହିଛନ୍ତି, ଆଇଆଇଏମ ପ୍ରତିଷ୍ଠା ପାଇଁ ସମ୍ବଲପୁରରେ ଚିହ୍ନଟ ହୋଇଥିବା ଦୁଇଟି ସ୍ଥାନକୁ ପୁଣି ଥରେ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ। ଏପରିକି ଆବଶ୍ୟକ ହେଲେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଯାଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ସାକ୍ଷାତ କରିବେ ଏବଂ ଏ ବିଷୟରେ ଆଲୋଚନା କରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe