Advertisment

ସମ୍ବଲପୁରରେ ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କଲେ ଜୁଏଲ ଓରାମ

ସମ୍ବଲପୁର: ସମ୍ବଲପୁରରେ ଆଜି ତିନିଟି ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି। ଏଠାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏହି ଯୋଜନାଗୁଡ଼ିକ ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ହୋଇଥିବା ଏହି ତିନିଟି ଯୋଜନା ହେଲା- ଅଟଳ ପେନସନ୍ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ, ଏସବିଆଇ ସିଜିଏମ କୃଷ୍ଣମୋହନ ତ୍ରିବେଦୀ, […]

author-image
Rakesh Mallick
ଅଦ୍ୟତନ ହୋଇଛି
ସମ୍ବଲପୁରରେ ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କଲେ ଜୁଏଲ ଓରାମ

jueloram

ସମ୍ବଲପୁର: ସମ୍ବଲପୁରରେ ଆଜି ତିନିଟି ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି। ଏଠାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏହି ଯୋଜନାଗୁଡ଼ିକ ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ହୋଇଥିବା ଏହି ତିନିଟି ଯୋଜନା ହେଲା- ଅଟଳ ପେନସନ୍ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା।

Advertisment

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ, ଏସବିଆଇ ସିଜିଏମ କୃଷ୍ଣମୋହନ ତ୍ରିବେଦୀ, ଜେନେରାଲ ମ୍ୟାନେଜର ପି.ଭି.ଏଲ.ଏସ ମୂର୍ତ୍ତି ଉପସ୍ଥିତ ଥିଲେ।