ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି

ସମ୍ୱଲପୁର : ମେ’୨୨ରେ ପାଳନ ହେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପର୍ବ ଶୀତଳ ଷଷ୍ଠୀ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର। ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ  ସମ୍ୱଲପୁରର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ। ଏନେଇ ପ୍ରଶାସନିକ ପ୍ରସ୍ତୁତି ପ୍ରାୟ ଶେଷ ହୋଇଯାଇଛି। ତେବେ ଶୀତଳ ଷଷ୍ଠୀକୁ ମହା ଆଡ଼ମ୍ବରରେ ପାଳନ କରିବାକୁ ସହରର ବିଭିନ୍ନ ପଡ଼ାରେ ଚାଲିଛି ଜୋରଦାର ପ୍ରସ୍ତୁତି। ସବୁ ପଡା ନିଜ […]

sitalasasthee

sitalasasthee

Rakesh Mallick
  • Published: Saturday, 16 May 2015
  • Updated: 16 May 2015, 04:54 PM IST

Sports

Latest News

ସମ୍ୱଲପୁର : ମେ’୨୨ରେ ପାଳନ ହେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପର୍ବ ଶୀତଳ ଷଷ୍ଠୀ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର। ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ  ସମ୍ୱଲପୁରର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ। ଏନେଇ ପ୍ରଶାସନିକ ପ୍ରସ୍ତୁତି ପ୍ରାୟ ଶେଷ ହୋଇଯାଇଛି। ତେବେ ଶୀତଳ ଷଷ୍ଠୀକୁ ମହା ଆଡ଼ମ୍ବରରେ ପାଳନ କରିବାକୁ ସହରର ବିଭିନ୍ନ ପଡ଼ାରେ ଚାଲିଛି ଜୋରଦାର ପ୍ରସ୍ତୁତି। ସବୁ ପଡା ନିଜ ନିଜର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମନପ୍ରାଣ ଦେଇ ଲାଗି ପଡ଼ିଛନ୍ତି। ନନ୍ଦପଡା, ଝାଡୁଆପଡା ଓ ମୁଦିପଡା ଯାତ୍ରା କମିଟିକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ଏଥର ଯାତ୍ରାରେ ଲୋକଗୀତ ଓ ଲୋକ ନୃତ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି ।  ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରାୟ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଅବସରରେ ପ୍ରାୟ ୧୦ ହଜାର କଳାକାରଙ୍କର  ସମାଗମ ହେବ ବୋଲି ସୂଚନା ମିଳିଛି । ଶୀତଳ ଷଷ୍ଠୀ ଯାତ୍ରାରେ ଝାଡୁଆପଡା ଯାତ୍ରା କମିଟି ପକ୍ଷରୁ ଦୁଲଦୁଲି, ସଂପର୍ଦା, ଘୁମୁରା ନାଚ, ଜଉରବାଡି ନାଚ, ଚଇତି ଘୋଡାନାଚ, ଭୁତ ନାଚ, ପୁତୁଲି ନାଚ ଓ କରମା ନାଚ ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ଆକର୍ଷଣୀୟ ମେଢ ଉପରେ ବି କମିଟି ଜୋର ଦେଇଛି। ନବକଳେବରକୁ ଦୃଷ୍ଟିରେ ରଖି ଦାରୁ ଭିତରେ ତିନି ଠାକୁର ମୂର୍ତ୍ତି ନିର୍ମାଣ କରାଯାଉଛି । ସେହିପରି ନନ୍ଦପଡା ଯାତ୍ରା କମିଟି ମଧ୍ୟ ରାଜ୍ୟ ଓ ରାଜ୍ୟ ବାହାରର ଲୋକନୃତ୍ୟ ଓ ଲୋକ ଗୀତ ଦଳ ଉପରେ ଗୁରୁତ୍ୱ ଦେଇଛି । ମୁଦିପଡା ଶୀତଳ ଶଷ୍ଠୀ ଯାତ୍ରୀ କମିଟି ଏଥର ନିଜ ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପରଭା ଓ ମୂର୍ତ୍ତି ଉପରେ ବିଶେଷ ଗୁରୁତ୍ୱ ଦେବା ସହ ରାଜ୍ୟ ଓ ରାଜ୍ୟ ବାହାରର ସାଂସ୍କୃତିକ ଦଳଙ୍କୁ ମଧ୍ୟ ସାମିଲ କରୁଛି ।

ତିନି ପଡାର ପ୍ରସ୍ତୁତି ଖୁବ ଜୋରରେ ଚାଲିଥିବାବେଳେ  ଯାତ୍ରା ପୁର୍ବରୁ ସହରର ରାସ୍ତାଘାଟର ମରାମତି, ଆଲୋକ ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଠିକ କରିବା ପାଇଁ ମଧ୍ୟ ଦାବି କରିଛି । ଯାତ୍ରା ସମୟରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଦର୍ଶକଙ୍କର ସମାଗମ ହେଉଥିବାରୁ ସହରରେ ଥିବା ଜଳାଶୟ ଗୁଡିକରୁ ଦଳ ସଫା କରିବା ଓ ଜଳ ବିଶୋଧନ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story