Advertisment

ନିଆଁରେ ଦୌଡ଼ିଲେ ସମ୍ବିତ ପାତ୍ର

ପୁରୀ ସଦରର ସମଙ୍ଗ ପଞ୍ଚାୟତର ରେବତୀରମଣ ଗାଁରେ ଝାମୁଯାତ୍ରାରେ ସାମିଲ ହୋଇଥିଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରା। ଚୈତ୍ର ମଙ୍ଗଳବାର ପବିତ୍ର ଦିନରେ ସମ୍ବିତ ପାତ୍ର ରଡ଼ ନିଆଁରେ ଚାଲି ମା’ଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କର ଏହି ପବିତ୍ର ଦିବସରେ ନିଜକୁ ସାମିଲ କରି ନିଜକୁ ଧନ୍ୟ ମନେ କରିଛନ୍ତି ସମ୍ବିତ।

author-image
Debendra Prusty

Odisha Sambit Patra Odisha Bjp Jhamu Yatra