Advertisment

ତିନି ଆଡୁ ଆକ୍ରମଣ, ଭାଇନା ଘାଇଲା

ନିମାପଡ଼ାରେ ଚଳାଉଥିଲେ ଏକଚ୍ଛତ୍ରବାଦ ଶାସନ। ପୁରୀ ଜିଲ୍ଲା ସଭାପତିଙ୍କ ସହ ନାହିଁ ଭଲ ସମ୍ପର୍କ। ସମୀରଙ୍କୁ ହରାଇବାକୁ ବଡ଼ ଯୋଜନା କଲେଣି ନିଜ ଦଳର ନେତା। ନିମାପଡ଼ାରେ ବିଜେଡି ତିନି ଫାଳ। ସମୀରଙ୍କୁ ନେଇ ଉଗ୍ର ହେଉଛି ବିଜେଡିରେ ଅସନ୍ତୋଷ। କାକଟପୁର, ନିମାପଡ଼ା, ସତ୍ୟବାଦୀ, ବ୍ରହ୍ମଗିରି, ପୁରୀରେ ଦଳ ଦୁଇଫାଳ।

BjD Puri Odisha Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe