Advertisment

ସମୁଦ୍ର ମୁହାଁ ଅଲିଭ ରିଡଲେ କଇଁଛ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଗହୀରମଥା ଅନ୍ତର୍ଗତ ନାସି-୨ରୁ ସମୁଦ୍ର ମୁହାଁ ହେବାର ଲାଗିଛନ୍ତି ବିରଳ ଅଲିଭ ରିଡଲେ କଇଁଛ ଛୁଆ। ଗତ ୨୭ ତାରିଖରୁ ବାଲିପଠାରୁ ସମୁଦ୍ର ଗର୍ଭକୁ ଫେରିବାରେ ଲାଗିଛନ୍ତି ଏହି କଇଁଛ ଛୁଆଁ ଗୁଡିକ। ବର୍ତ୍ତମାନ ସୁଦ୍ଧା ୩୦ରୁ ୪୦ ଲକ୍ଷ କଇଁଛ ଛୁଆ ଅଣ୍ଡାରୁ ବାହାରି ସମୁଦ୍ର ଭିତରକୁ ଚାଲିଯାଇଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ। ସେ କହିଛନ୍ତିଯେ,ଏବର୍ଷ ମୋଟ ୪ ଲକ୍ଷ ୧୩ ହଜାର ୩ ଶହ ୩୪ଟି […]

author-image
Rakesh Mallick
ଅଦ୍ୟତନ ହୋଇଛି
ସମୁଦ୍ର ମୁହାଁ ଅଲିଭ ରିଡଲେ କଇଁଛ

TURTLE MASS NESTING END

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଗହୀରମଥା ଅନ୍ତର୍ଗତ ନାସି-୨ରୁ ସମୁଦ୍ର ମୁହାଁ ହେବାର ଲାଗିଛନ୍ତି ବିରଳ ଅଲିଭ ରିଡଲେ କଇଁଛ ଛୁଆ। ଗତ ୨୭ ତାରିଖରୁ ବାଲିପଠାରୁ ସମୁଦ୍ର ଗର୍ଭକୁ ଫେରିବାରେ ଲାଗିଛନ୍ତି ଏହି କଇଁଛ ଛୁଆଁ ଗୁଡିକ। ବର୍ତ୍ତମାନ ସୁଦ୍ଧା ୩୦ରୁ ୪୦ ଲକ୍ଷ କଇଁଛ ଛୁଆ ଅଣ୍ଡାରୁ ବାହାରି ସମୁଦ୍ର ଭିତରକୁ ଚାଲିଯାଇଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ। ସେ କହିଛନ୍ତିଯେ,ଏବର୍ଷ ମୋଟ ୪ ଲକ୍ଷ ୧୩ ହଜାର ୩ ଶହ ୩୪ଟି ବରିଳ ଅଲିଭ ରିଡଲେ କଇଁଛ ନାସ-୨ରେ ସମୂହ ଅଣ୍ଡାଦାନ କରିଥିଲେ।

Advertisment