/odisha-reporter/media/post_attachments/uploads/2016/05/jami.jpg)
jami
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ ଅନ୍ତର୍ଗତ ଉଚ୍ଚବାଲି ମୌଜାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଜବର ଦଖଲ କରିଥିବା ୫ ଏକର ଜମିକୁ ପ୍ରଶାସନ ସମ୍ପୂର୍ଣ୍ଣ ଜବର ଦଖଲ ମୁକ୍ତ କରିବା ସହ ସରକାର ପୁଣି ଥରେ ଖାତାକୁ ନେଇଛି।
Advertisment
ସନାତନ ନିଜ ଗାଁ ନମ୍ବିରାରେ ଏକ ଏସି ଗୁହାଳ ତିଆରି କରିବା ପରେ ଗତକାଲି ଗୋରୁଙ୍କୁ ସ୍ଥାନାନ୍ତର କରିଥିଲେ। ଏସି ଗୁହାଳ ଭାଙ୍ଗିବା ପାଇଁ ସରକାର ସନାତନଙ୍କୁ ପୂର୍ବରୁ ୭ ଦିନ ସମୟ ଦେଇଥିଲେ।
ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସ ୨୨ ତାରିଖରେ ଉଚ୍ଚାବାଲି ମୌଜାରେ ଥିବା ଚମ୍ପୁଆ ବିଧାୟକ ସନାତନ ମହାକୁଡ ବେଆଇନ ଜମିକୁ ବୁଲ ଡୋଜର ଲଗାଇ ଭଙ୍ଗାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
