Advertisment

ସନାତନ ମହାକୁଡ ଜବରଦଖଲ କରିଥିବା ୫ ଏକର ଜମି ପୁଣି ଥରେ ହାତକୁ ନେଲା ସରକାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ ଅନ୍ତର୍ଗତ ଉଚ୍ଚବାଲି ମୌଜାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼  ଜବର ଦଖଲ କରିଥିବା ୫ ଏକର ଜମିକୁ  ପ୍ରଶାସନ  ସମ୍ପୂର୍ଣ୍ଣ ଜବର ଦଖଲ  ମୁକ୍ତ କରିବା ସହ ସରକାର ପୁଣି ଥରେ ଖାତାକୁ ନେଇଛି। ସନାତନ ନିଜ ଗାଁ  ନମ୍ବିରାରେ ଏକ ଏସି ଗୁହାଳ  ତିଆରି କରିବା ପରେ ଗତକାଲି ଗୋରୁଙ୍କୁ ସ୍ଥାନାନ୍ତର କରିଥିଲେ। ଏସି ଗୁହାଳ ଭାଙ୍ଗିବା ପାଇଁ  ସରକାର ସନାତନଙ୍କୁ ପୂର୍ବରୁ  ୭ ଦିନ ସମୟ […]

ସନାତନ ମହାକୁଡ ଜବରଦଖଲ କରିଥିବା ୫ ଏକର ଜମି ପୁଣି ଥରେ ହାତକୁ ନେଲା ସରକାର

jami

Advertisment

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ ଅନ୍ତର୍ଗତ ଉଚ୍ଚବାଲି ମୌଜାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼  ଜବର ଦଖଲ କରିଥିବା ୫ ଏକର ଜମିକୁ  ପ୍ରଶାସନ  ସମ୍ପୂର୍ଣ୍ଣ ଜବର ଦଖଲ  ମୁକ୍ତ କରିବା ସହ ସରକାର ପୁଣି ଥରେ ଖାତାକୁ ନେଇଛି।

Advertisment

ସନାତନ ନିଜ ଗାଁ  ନମ୍ବିରାରେ ଏକ ଏସି ଗୁହାଳ  ତିଆରି କରିବା ପରେ ଗତକାଲି ଗୋରୁଙ୍କୁ ସ୍ଥାନାନ୍ତର କରିଥିଲେ। ଏସି ଗୁହାଳ ଭାଙ୍ଗିବା ପାଇଁ  ସରକାର ସନାତନଙ୍କୁ ପୂର୍ବରୁ  ୭ ଦିନ ସମୟ ଦେଇଥିଲେ।

ସୂଚନାଯୋଗ୍ୟ,  ଗତ ଏପ୍ରିଲ ମାସ  ୨୨ ତାରିଖରେ  ଉଚ୍ଚାବାଲି ମୌଜାରେ  ଥିବା ଚମ୍ପୁଆ ବିଧାୟକ ସନାତନ ମହାକୁଡ ବେଆଇନ ଜମିକୁ ବୁଲ ଡୋଜର ଲଗାଇ ଭଙ୍ଗାଯାଇଥିଲା।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe