ପୁରୀ: ବ୍ଲୁ-ହ୍ୱେଲ୍ ଗେମ୍ ନ ଖେଳିବା ପାଇଁ ଯୁବପୀଢିଙ୍କୁ ସଚେତନ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସେ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି। ବ୍ଲୁ-ହ୍ୱେଲ୍ ଗେମ୍ ସାରା ପୃଥିବୀରେ ଆତଙ୍କ ଖେଳାଉଛି। ଏଥିରୁ ଯୁବପିଢ଼ି ନିବୃତ ରହିବାକୁ ସେ ପରାମର୍ଶ ଦେଇଚନ୍ତି। ବ୍ଲୁ-ହ୍ୱେଲ ଗେମ୍ ଏକ କିଲର, ତେଣୁ ଏହାକୁ ନ ଖେଳିବାକୁ ସେ ଅନୁରୋଧ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
