ବାଲୁକା କଳା ମାଧ୍ୟମରେ ବ୍ଲୁ-ହ୍ୱେଲ୍ ଗେମ୍ ନ ଖେଳିବାକୁ ଯୁବପିଢ଼ିଙ୍କୁ ସଚେତନ କଲେ ସୁଦର୍ଶନ

Ordigital Desk
  • Published: Tuesday, 12 September 2017
  • , Updated: 12 September 2017, 09:56 AM IST
<p>ପୁରୀ: ବ୍ଲୁ-ହ୍ୱେଲ୍ ଗେମ୍ ନ ଖେଳିବା ପାଇଁ ଯୁବପୀଢିଙ୍କୁ ସଚେତନ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସେ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି। ବ୍ଲୁ-ହ୍ୱେଲ୍ ଗେମ୍ ସାରା ପୃଥିବୀରେ &zwnj;ଆତଙ୍କ ଖେଳାଉଛି। ଏଥିରୁ ଯୁବପିଢ଼ି ନିବୃତ ରହିବାକୁ ସେ ପରାମର୍ଶ ଦେଇଚନ୍ତି। ବ୍ଲୁ-ହ୍ୱେଲ ଗେମ୍ ଏକ କିଲର, ତେଣୁ ଏହାକୁ ନ ଖେଳିବାକୁ ସେ ଅନୁରୋଧ କରିଛନ୍ତି।</p>

Related story