konark
କୋଣାର୍କ: ଚନ୍ଦ୍ରଭାଗା ବେଳାଭୂମିରେ ଜମୁଛି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ। ଚତୁର୍ଥ ଦିନରେ ‘ଏଥନିକ୍ ହେରିଟେଜ୍’ ଉପରେ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା। ଦେଶ ବିଦେଶର ଅନେକ ବାଲୁକାଶିଳ୍ପୀ ସେମାନଙ୍କର ନିପୁଣତା ପ୍ରଦର୍ଶନ କରିଥିଲେ। ସଭ୍ୟତାର ବଂଶାନୁକ୍ରମିକ ଐତିହ୍ୟ, ସଂସ୍କୃତି, କଳା ଓ ପରମ୍ପରାରେ ଘଟୁଥିବା ବିବର୍ତ୍ତନକୁ ବାଲୁକାକଳାରେ ପ୍ରଦର୍ଶିତ କରିଥିଲେ ଶିଳ୍ପୀ।
ଗତକାଲି ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us