ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳା

ପୁରୀ(ପ୍ରଦୀପ ମହାନ୍ତି): ଆଜି ପବିତ୍ର ବସନ୍ତ ପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା। ଏହି ଅବସରରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟ୍ ଚ୍ୟୁଟ୍‌ ପକ୍ଷରୁ ଛାତ୍ରୀମାନେ ପୁରୀ ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳାକୃତି ତିଆରି କରିଛନ୍ତି। ଏହି ବାଲୁକା କଳାକୃତି ତିଆରି ପାଇଁ ୬ ଟନ୍ ବାଲି ଲାଗିଛି। ମହିଳାଙ୍କୁ ସୁଯୋଗ ସହ ସଶକ୍ତି ପାଇଁ ମା’ ସରସ୍ୱତୀ ଯେମିତି ସାହା ହେବେ ସେନେଇ ଛାତ୍ରୀମାନେ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

puri-12

puri-12

Rakesh Mallick
  • Published: Sunday, 10 February 2019
  • Updated: 10 February 2019, 11:13 AM IST

ପୁରୀ(ପ୍ରଦୀପ ମହାନ୍ତି): ଆଜି ପବିତ୍ର ବସନ୍ତ ପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା। ଏହି ଅବସରରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟ୍ ଚ୍ୟୁଟ୍‌ ପକ୍ଷରୁ ଛାତ୍ରୀମାନେ ପୁରୀ ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳାକୃତି ତିଆରି କରିଛନ୍ତି। ଏହି ବାଲୁକା କଳାକୃତି ତିଆରି ପାଇଁ ୬ ଟନ୍ ବାଲି ଲାଗିଛି।

ମହିଳାଙ୍କୁ ସୁଯୋଗ ସହ ସଶକ୍ତି ପାଇଁ ମା’ ସରସ୍ୱତୀ ଯେମିତି ସାହା ହେବେ ସେନେଇ ଛାତ୍ରୀମାନେ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story