Advertisment

ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳା

ପୁରୀ(ପ୍ରଦୀପ ମହାନ୍ତି): ଆଜି ପବିତ୍ର ବସନ୍ତ ପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା। ଏହି ଅବସରରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟ୍ ଚ୍ୟୁଟ୍‌ ପକ୍ଷରୁ ଛାତ୍ରୀମାନେ ପୁରୀ ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳାକୃତି ତିଆରି କରିଛନ୍ତି। ଏହି ବାଲୁକା କଳାକୃତି ତିଆରି ପାଇଁ ୬ ଟନ୍ ବାଲି ଲାଗିଛି। ମହିଳାଙ୍କୁ ସୁଯୋଗ ସହ ସଶକ୍ତି ପାଇଁ ମା’ ସରସ୍ୱତୀ ଯେମିତି ସାହା ହେବେ ସେନେଇ ଛାତ୍ରୀମାନେ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

author-image
Rakesh Mallick
ଅଦ୍ୟତନ ହୋଇଛି
ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳା

puri-12

ପୁରୀ(ପ୍ରଦୀପ ମହାନ୍ତି): ଆଜି ପବିତ୍ର ବସନ୍ତ ପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା। ଏହି ଅବସରରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟ୍ ଚ୍ୟୁଟ୍‌ ପକ୍ଷରୁ ଛାତ୍ରୀମାନେ ପୁରୀ ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳାକୃତି ତିଆରି କରିଛନ୍ତି। ଏହି ବାଲୁକା କଳାକୃତି ତିଆରି ପାଇଁ ୬ ଟନ୍ ବାଲି ଲାଗିଛି।

Advertisment

ମହିଳାଙ୍କୁ ସୁଯୋଗ ସହ ସଶକ୍ତି ପାଇଁ ମା’ ସରସ୍ୱତୀ ଯେମିତି ସାହା ହେବେ ସେନେଇ ଛାତ୍ରୀମାନେ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।