ଅଦ୍ୟତନ ହୋଇଛି
puri-12
Advertisment
ପୁରୀ(ପ୍ରଦୀପ ମହାନ୍ତି): ଆଜି ପବିତ୍ର ବସନ୍ତ ପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା। ଏହି ଅବସରରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟ୍ ଚ୍ୟୁଟ୍ ପକ୍ଷରୁ ଛାତ୍ରୀମାନେ ପୁରୀ ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳାକୃତି ତିଆରି କରିଛନ୍ତି। ଏହି ବାଲୁକା କଳାକୃତି ତିଆରି ପାଇଁ ୬ ଟନ୍ ବାଲି ଲାଗିଛି।
Advertisment
ମହିଳାଙ୍କୁ ସୁଯୋଗ ସହ ସଶକ୍ତି ପାଇଁ ମା’ ସରସ୍ୱତୀ ଯେମିତି ସାହା ହେବେ ସେନେଇ ଛାତ୍ରୀମାନେ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/puri-12.jpg)