Advertisment

ବବିଙ୍କ ମୁହଁ ଚାହିଁଲେନି ସଞ୍ଜୟ

ଯେଉଁଠି ଦିନେ ସଞ୍ଜୟଙ୍କ ପତିଆରା ଚାଲିଥିଲା ସେଠାରେ ରାଜ କରୁଛନ୍ତି ସାଙ୍ଗଠନିକ ସମ୍ପାଦକ ବବି ଦାସ। ଅଫିସିଆଲ ପଦବୀ ପାଇ ମଧ୍ୟ ଅଚିହ୍ନାଙ୍କ ଭଳି ତଳେ ବସି ରହିଲେ ସଞ୍ଜୟ ଦାସବର୍ମା। ଏମିତି ବି କୋଟେରି ଗ୍ରୁପ ଚାପରେ ସଞ୍ଜୟ ଦୀର୍ଘଦିନ ଧରି ଏକପାଖିଆ ହୋଇ ରହିଛନ୍ତି।

author-image
Debendra Prusty

ଯେଉଁଠି ଦିନେ ସଞ୍ଜୟଙ୍କ ପତିଆରା ଚାଲିଥିଲା ସେଠାରେ ରାଜ କରୁଛନ୍ତି ସାଙ୍ଗଠନିକ ସମ୍ପାଦକ ବବି ଦାସ। ଅଫିସିଆଲ ପଦବୀ ପାଇ ମଧ୍ୟ ଅଚିହ୍ନାଙ୍କ ଭଳି ତଳେ ବସି ରହିଲେ ସଞ୍ଜୟ ଦାସବର୍ମା। ଏମିତି ବି କୋଟେରି ଗ୍ରୁପ ଚାପରେ ସଞ୍ଜୟ ଦୀର୍ଘଦିନ ଧରି ଏକପାଖିଆ ହୋଇ ରହିଛନ୍ତି।

Advertisment
Odisha BjD Boby Das Sanjay Dasverma