Advertisment

ପୂର୍ବତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଙ୍ଗାଲି ବିସ୍ଥାପିତଙ୍କୁ ଅର୍ଥ ପ୍ରଦାନରେ ଚଞ୍ଚକତା ଅଭିଯୋଗ ମାମଲାରେ ଗିରଫ ହୋଇଥିବା ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜିବ ପ୍ରଧାନଙ୍କୁ ମିଳିଲା ଜାମିନ। ୫ ଲକ୍ଷ ଟଙ୍କାର ଜମା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ଚଞ୍ଚକତା ଅଭିଯୋଗରେ ସଞ୍ଜିବଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଗତ ଅକ୍ଟୋବର ୧୦ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ୨୦୦୯-୨୦୧୪ ଯାଏଁ ଦେବଗଡ଼ର ବିଧାୟକ ଥିଲେ ସଞ୍ଜିବ ପ୍ରଧାନ।

ପୂର୍ବତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

Sanjeev Pradhan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଙ୍ଗାଲି ବିସ୍ଥାପିତଙ୍କୁ ଅର୍ଥ ପ୍ରଦାନରେ ଚଞ୍ଚକତା ଅଭିଯୋଗ ମାମଲାରେ ଗିରଫ ହୋଇଥିବା ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜିବ ପ୍ରଧାନଙ୍କୁ ମିଳିଲା ଜାମିନ। ୫ ଲକ୍ଷ ଟଙ୍କାର ଜମା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ଚଞ୍ଚକତା ଅଭିଯୋଗରେ ସଞ୍ଜିବଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଗତ ଅକ୍ଟୋବର ୧୦ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ୨୦୦୯-୨୦୧୪ ଯାଏଁ ଦେବଗଡ଼ର ବିଧାୟକ ଥିଲେ ସଞ୍ଜିବ ପ୍ରଧାନ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe